ମ୍ୟାଙ୍ଗୋ ବର୍ଫି

ଆବଶ୍ୟକ ସାମଗ୍ରୀ

୨୫୦ ଗ୍ରାମ : ଖୁଆ

୧/୪ କପ୍‌ : ଚିନି

୧/୪ କପ୍‌ : ଆମ୍ବ

ଅଳ୍ପ : କେସର

ଅଳ୍ପ : ଅଳେଇଚ ପାଉଡର

ଅଧା ଚାମଚ୍‌ : ପିସ୍ତା ବାଦାମ (କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଡେଇ ଗରମ କରି ଧୀମା ଆଞ୍ଚରେ ଖୁଆକୁ ଭଲଭାବେ ମେଲ୍ଟ ହେବା ପାଇଁ ଚଲାନ୍ତୁ।

ଚିନି ଏବଂ ଆମ୍ବକୁ ପକାଇ ଗାଢ଼ା ହେବା ପାଇଁ ଫ୍ରାଏ କରନ୍ତୁ।

ଏହାପରେ ଏଥିରେ ଅଳେଇଜ ପାଉଡର ମିଶାଇ ଚିକ୍କଣ କରିଥିବା ଏକ ଥାଳିକୁ ବାହାର କରିଦିଅନ୍ତୁ।

ଏହାପରେ ଏହାକୁ ହାତ କିମ୍ବା ଚାମଚରେ ଭଲଭାବେ  ଚାପି ପିସ୍ତା-ବାଦାମରେ ସଜାଇ ବର୍ଫିକୁ ସେଟ୍‌ ହେବା ପାଇଁ ରଖନ୍ତୁ।

 

Leave A Reply

Your email address will not be published.

ବ୍ରେକିଂ