ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା । କିଛି ଯୁବକ ଭୁବନେଶ୍ୱର କଂଗ୍ରେସ ଭବନରେ ଅଫିସ ତାଲା ଭାଙ୍ଗି ଭିତରକୁ ପଶି ଭଙ୍ଗାରୁଜା କରିଥିବା ସୂଚନା ରହିଛି ।

ତେବେ ଏହି ଯୁବକମାନେ ଭଙ୍ଗାରୁଜା କରି ଫେରାର୍ ହୋଇ ଯାଇଥିବା ଜଣାପଡିଛି । କେଉଁ କାରଣରେ କଂଗ୍ରେସ ଭବନରେ ଏପରି ଭଙ୍ଗାରୁଜା କରାଯାଇଛି ସେନେଇ ସ୍ପଷ୍ଟ ହୋଇନାହିଁ । ଆଜି ସକାଳ ୬ଟାରେ ଭଙ୍ଗାରୁଜା କରିଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ