ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ମୋ ବସ୍ ସମୟରେ ପରିବର୍ତ୍ତନ

 ଭୁବନେଶ୍ୱର : ଆଜିଠୁ ଟ୍ୱିନ୍ ସିଟିରେ ଲାଗୁ ହେଉଛି ନାଇଟ୍ କର୍ଫ୍ୟୁ। ଏହାକୁ ଦୃଷ୍ଟିରେ ରଖି ମୋ ବସ୍ ସମୟ ସୀମାରେ ପରିବର୍ତ୍ତନ କରିଛନ୍ତି କ୍ରୁଟ୍ କର୍ତ୍ତୃପକ୍ଷ । ଏନେଇ  ଟ୍ଵିଟ ଯୋଗେ ସୂଚନା ଦିଆଯାଇଛି।

ଏଣିକି ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ । ବିଭିନ୍ନ ରୁଟରେ ଚଳାଚଳ କରୁଥିବା ୧୮୮ଟି ବସ ଏହି ନିର୍ଦ୍ଦିଷ୍ଟ ସମୟରେ ଚଳାଚଳ କରିବ । ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ