ଆସନ୍ତା ୧୯ରୁ ମୋ ବସ୍ ସେବା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୧୯ରୁ ଆରମ୍ଭ ହେବ ସଂପୂର୍ଣ୍ଣ ମୋ ବସ୍ ସେବା । କେବଳ ଶୁକ୍ରବାର ଠାରୁ ସୋମବାର ରେଳ ଷ୍ଟେସନ ଓ ଏୟାରପୋର୍ଟରୁ ଚାଲିବ ମୋ ବସ୍ । ଏନେଇ କ୍ରୁଟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

ରାଜ୍ୟରେ ଅଗଷ୍ଟ ପହିଲା ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି ସରକାର। ଏହାରି ଭିତରେ ବିଭିନ୍ନ କଟକଣା କୋହଳ କରାଯାଇଛି। ବିଶେଷ କରି ସାରା ରାଜ୍ୟରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି। ଏହାକୁ ନଜରରେ ରଖି ଆସନ୍ତା ସୋମବାରଠାରୁ ‘ମୋ ବସ୍’ ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି।

 

Leave A Reply

Your email address will not be published.

ବ୍ରେକିଂ