ଗଜା ମୁଗ ଟିକ୍କି

ଆବଶ୍ଯକ ସାମଗ୍ରୀ: ଗଜା ମୁଗ, ପିଆଜ, କଞ୍ଚାଲଙ୍କା, ରସୁଣ, ଓଟସ୍, ଲୁଣ ସ୍ବାଦନୁସାରେ, ତେଲ, ଚାଟ୍ ମସଲା।

ପ୍ରସ୍ତୁତି ପ୍ରଣାଳୀ: ଗଜା ମୁଗରେ ମିକ୍ସଚର ପକାଇ ହାଲକା ଭାବେ ଗୁଣ୍ଡ କରିଦିଅନ୍ତୁ। ଏବେ ଏକ ପାତ୍ରରେ ଗଜା ମୁଗ ମିକ୍ସଚର ପକାଇ ସେଥିରେ ବାକି ସାମଗ୍ରୀକୁ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଅଳ୍ପ ଭାଗ ଭାଗ କରି ଟିକ୍କି ପ୍ରସ୍ତୁତ କରିଦିଅନ୍ତୁ।

ଏବେ ଏକ ନନଷ୍ଟିକ ତ୍ବାୱାକୁ ଗରମ କରି ସେଥିରେ ଅଳ୍ପ ତେଲ ପକାଇ ଏହି ଟିକିକୁ ସେକିଦିଅନ୍ତୁ। ଏବେ ଏହାକୁ ପୁଦିନା ଚଟଣୀ ସହିତ ଖାଆନ୍ତୁ।

Leave A Reply

Your email address will not be published.

ବ୍ରେକିଂ