ଜୟପୁରରୁ ଜଣକୁ ଉଠାଇ ନେଲା ମୁମ୍ବାଇ ଏଟିଏସ୍

ଜୟପୁର: ସଦର ଥାନା କାଲାଗୁଡା ଗାଁର ଖଗପତି ପାଙ୍ଗିଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ୍ । ନାଗପୁରକୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସବଇନ୍ସପେକ୍ଟର ଆସି ଠାକୁରଙ୍କ ନେତୃତ୍ୱରେ ଏଟିଏସ୍ ଟିମ୍‌ ଜୟପୁରରେ ପହଞ୍ଚି  ଖଗପତିଙ୍କ ଘରେ ଚଢ଼ାଉ କରିଥିଲା।

ତେବେ, ଅଧିକ ତଦନ୍ତ ପାଇଁ ଏଟିଏସ୍ ଖଗପତିଙ୍କୁ ନାଗପୁର ନେଇଯାଇଥିବା ସୂଚନା ମିଳିଛ ।  ଜୟପୁର ସଦର ଥାନା ପକ୍ଷରୁ ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ