ଭୁବଲେଶ୍ୱର : ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ରାଜ୍ୟରେ ଚ ୨୪ ଘଣ୍ଟା ୬୪୮ ଜଣ ସୁସ୍ଥ ହୋଇଥିବା ବେଳେ ନୂଆ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ଜଣାଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୯ ଜଣ ସଂଗୋରଧରୁ ଚିହ୍ନଟ ହୋଇଥିବାବେଳେ ୩୧୧ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣା ପଡିଛି।
<>
Covid-19 Report For 24th November
New Positive Cases: 730
In quarantine: 419
Local contacts: 311(Details of local contacts will be shared by concerned District Administration)
District Wise Cases:
1. Angul: 44
2. Balasore: 53
3. Bargarh: 21
4. Bhadrak: 7
5. Balangir: 40— I & PR Department, Odisha (@IPR_Odisha) November 25, 2020
<>
6. Boudh: 1
7. Cuttack: 49
8. Deogarh: 4
9. Dhenkanal: 7
10. Gajapati: 4
11. Ganjam: 12
12. Jagatsinghpur: 24
13. Jajpur: 25
14. Jharsuguda: 25
15. Kalahandi: 33
16. Kandhamal: 1
17. Kendrapada: 14
18. Keonjhar: 40
19. Khurda: 65
20. Koraput: 5
21. Malkangiri: 3— I & PR Department, Odisha (@IPR_Odisha) November 25, 2020
</>
ତେବେ ରିପୋର୍ଟ ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୫୩ଜଣ ଥିବାବେଳେ ଅନୁଗୁଳରୁ ୪୪,, ବରଗଡ଼ରୁ ୨୧, ଭଦ୍ରକରୁ ୭, ବଲାଙ୍ଗୀରରୁ ୪୦, ବୌଦ୍ଧରୁ ୧, କଟକରୁ ୪୯, ଦେଓଗଡ଼ରୁ ୪, ଢେଙ୍କାନାଳରୁ ୭, ଗଜପତିରୁ ୪, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୨୪, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୨୫, କଳାହାଣ୍ଡିରୁ ୩୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୪୦, ଖୋର୍ଦ୍ଧାରୁ ୬୫, କୋରାପୁଟରୁ ୫ ରହିଛନ୍ତି ।
ସେହିପରି ଅନୁଗୁଳରୁ ୪୪, ବରଗଡ଼ରୁ ୨୧, ଭଦ୍ରକରୁ ୭, ବଲାଙ୍ଗୀରରୁ ୪୦, ବୌଦ୍ଧରୁ ୧, କଟକରୁ ୪୯, ଦେଓଗଡ଼ରୁ ୪, ଢେଙ୍କାନାଳରୁ ୭, ଗଜପତିରୁ ୪, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୨୪, ଯାଜପୁର ଜିଲ୍ଲାରୁ ୨୫ଜଣ, ଝାରସୁଗୁଡ଼ାରୁ ୨୫, କଳାହାଣ୍ଡିରୁ ୩୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୪୦, ଖୋର୍ଦ୍ଧାରୁ ୬୫, କୋରାପୁଟରୁ ୫, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୬୮, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୮, ନୂଆପଡ଼ାରୁ ୪୬, ପୁରୀରୁ ୨୯, ରାୟଗଡ଼ାରୁ ୮, ସମ୍ବଲପୁରରୁ ୯, ସୋନପୁରରୁ ୯, ସୁନ୍ଦରଗଡ଼ରୁ ୫୭, ଷ୍ଟେଟ ପୁଲ୍ରୁ ୧୨ ରହିଛନ୍ତି ।
ରାଜ୍ୟରେ ଏଯାବତ୍ ୫୬ ଲକ୍ଷ ୮୫ ହଜାର ୮୬୦ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୩ ଲକ୍ଷ ୧୬୦୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବେଳେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୭୩୭୪ରେ ପହଞ୍ଚିଛି । ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ୬ ହଜାର ୮୮୭ ଜଣ ରହିଛନ୍ତି ।