ୟୁଟୁବ୍ ଆଣିଛି ନୂଆ ଫିଚର୍ , ଟିକଟିକ୍ ପରି କରିପାରିବେ ଭିଡିଓ

ବର୍ତ୍ତମାନ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ସଭିଏଁ ନିଜ କଳାକୃତିକୁ ନିଜ ମୋବାଇଲରେ ଉତ୍ତଳୋନ କରି ବିଭିନ୍ନ ସୋସିଆଲ ମିଡିଆରେ ଛାଡି ଦର୍ଶକଙ୍କ ପ୍ରଶଂସା ସାଉଁଟୁଛନ୍ତି । ଲୋକମାନେ ନିଜର ବ୍ୟସ୍ତବୋହୁଳ ଜୀବନରେ ଖୁବ କମ୍ ସମୟ ମଧ୍ୟରେ ଛୋଟ ଛୋଟ ଭିଡିଓକୁ ଦେଖି ଏଣ୍ଟରଟେନ ହେଉଛନ୍ତି ।

ସୂଚନା ଅନୁଯାୟୀ, ଖୁବ୍ କମ ସମୟ ମଧ୍ୟରେ ଲୋକପ୍ରୀୟତାର ଶୀର୍ଷରେ ପହଞ୍ଚିଥିବା ଚାଇନାର ଟିକଟକ୍ ଆପକୁ  କିଛି ମାସ ତଳେ କେନ୍ଦ୍ର ସରକାର ତଥ୍ୟ ଚୋରି ଅଭିଜୋଗରେ ପ୍ଳେ ଷ୍ଟୋରରୁ ହଟେଇ ଦେଇଛନ୍ତି ।

ଏହାପରେ ଟିକଟକ୍ ପରି ଅନେକ ଆପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିଲେବି ସେତାଟା ଲୋକପ୍ରିୟ ହୋଇପାରିନି ।

ଏହାରି ମଧ୍ୟରେ ୟୁଟୁବ ଆଣିଛି ଏକ ନୂଆ ଫିଚର । ଏହି ଆପରେ ଆପଣ ଟିକଟକ୍ ପରି ଭିଡିଓ ସୁଟ୍ କରି ନିଜ ଚ୍ୟାନେଲ ମାଧ୍ୟମରେ ଅପଲୋଡ୍ କରିପାରିବେ । ଦିନକୁ ଦିନ ସର୍ଟ ଭିଡିଓ ଆପର ଲୋକପ୍ରିୟତା ବଢୁଥିବା ବେଳେ ୟୁଟୁବ ନିଜ ଗ୍ରାହକଙ୍କ ପାଇଁ ଏପରି ଫିଚର ଆଣି ଅଧିକ ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ