ଆଜି ରାଜଧାନୀରୁ ଜଣେ ପଜିଟିଭ ଚିହ୍ନଟ, ୧୦ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ମାତ୍ର ଜଣେ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି। ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

</>

ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ୩୧ହଜାର ୯୨୬ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୩୧ ହଜାର ୫୩୦ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୨୪୭ଜଣଙ୍କ ମୃତ୍ୟୁ ହୋଇଛି। ୧୨୮ଜଣ କରୋନା ଆକ୍ରାନ୍ତ ଚିକିତ୍ସା ଚାଲିଛି।

Leave A Reply

Your email address will not be published.

ବ୍ରେକିଂ