ଭିଜିଲାନ୍ସ ଜାଲରେ OCCL ସିନିଅର ମ୍ୟାନେଜର

ସମ୍ବଲପୁର: ଭିଜିଲାନ୍ସ ଜାଲରେ OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ।   ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁରର ଚୈତନ୍ୟ ନଗର ବାସଭବନରେ ଚଢ଼ାଉ ଜାରି ରହିଛି । 

ତେବେ ରଞ୍ଜନ ଏବେ OCCL ବରିଷ୍ଠ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ସମ୍ବଲପୁର ଧୋବୀ ନୀଳ ଓ ଦୁର୍ଗାପାଲ ଓଭରବ୍ରିଜ ପ୍ରକଳ୍ପ ଦାୟିତ୍ୱରେ ଅଛନ୍ତି ।

Leave A Reply

Your email address will not be published.

ବ୍ରେକିଂ