ଭୁବନେଶ୍ୱର: ପୂର୍ବତନ ଡିଜିପି ତଥା ୧୯୮୬ ବ୍ୟାଚ ଆଇପିଏସ୍ ବିକେ ଶର୍ମାଙ୍କୁ ନୂଆ ଦାୟିତ୍ୱ । ପ୍ରିଣ୍ଟି ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବିକେ ଶର୍ମାଙ୍କୁ ଅବସ୍ଥାପିତ କରାଯାଇଛି। ୨୦୧୯ ନଭେମ୍ବର ୨୦ତାରିଖରେ ତାଙ୍କୁ ରାଜ୍ୟ ପୁଲିସ ଡିଜି ପଦରୁ ହଟା ଯାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା ।
ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୨୦୦୩ ବ୍ୟାଚ ଆଇପିଏସ ହିମାଂଶୁ ଲାଲଙ୍କୁ ଜେଲ୍ ଓ କରେକ୍ସନାଲ ସର୍ଭିସ୍ ବିଭାଗର ଆଇଜି ଭାବେ ନିଯୁକ୍ତି ମିଳିଛି ।ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।