ଆଇପିଏସ୍ ବିକେ ଶର୍ମାଙ୍କୁ ନୂଆ ଦିୟିତ୍ୱ

ଭୁବନେଶ୍ୱର: ପୂର୍ବତନ ଡିଜିପି ତଥା ୧୯୮୬ ବ୍ୟାଚ ଆଇପିଏସ୍ ବିକେ ଶର୍ମାଙ୍କୁ ନୂଆ ଦାୟିତ୍ୱ ।  ପ୍ରିଣ୍ଟି ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବିକେ ଶର୍ମାଙ୍କୁ ଅବସ୍ଥାପିତ କରାଯାଇଛି। ୨୦୧୯ ନଭେମ୍ବର ୨୦ତାରିଖରେ ତାଙ୍କୁ ରାଜ୍ୟ ପୁଲିସ ଡିଜି ପଦରୁ ହଟା ଯାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା ।

ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୨୦୦୩ ବ୍ୟାଚ ଆଇପିଏସ ହିମାଂଶୁ ଲାଲଙ୍କୁ ଜେଲ୍ ଓ କରେକ୍ସନାଲ ସର୍ଭିସ୍ ବିଭାଗର ଆଇଜି ଭାବେ ନିଯୁକ୍ତି ମିଳିଛି ।ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ