ଗହଣା ଦୋକାନରୁ ୨୯ ଲକ୍ଷ ଜରିମାନା ଆଦାୟ

ଭୁବନେଶ୍ୱର: ଗହଣା ଦୋକାନରୁ ୨୯ ଲକ୍ଷ ଜରିମାନା ଆଦାୟ ହୋଇଛି। ମାପ, ଓଜନରେ ଗଫଲତି ନେଇ ଗହଣା ଦୋକାନରୁ ଜରିମାନା ଆଦାୟ କରାଯାଇଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ।

ଗତ ୩ ବର୍ଷ ମଧ୍ୟରେ ୨୯ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଠକେଇ ଅଭିଯୋଗରେ  ୩ ବର୍ଷରେ ୧୦୬୪ଟି ମାମଲା ରୁଜୁ କରାଯାଇଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ