ଗଞ୍ଜାମରେ ଓଡିଶାର ପ୍ରଥମ ଇ-ଲାଇବ୍ରେରୀ

ବ୍ରହ୍ମପୁର : ଗଞ୍ଜାମରେ ଓଡିଶାର ପ୍ରଥମ ଇ-ଲାଇବ୍ରେରୀ । ଗଞ୍ଜାମ ଜିଲ୍ଲାର କରଡାକନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶାର ପ୍ରଥମ ଇ-ଲାଇବ୍ରେରୀ ସ୍ଥାପିତ ହୋଇଛି ।

ପୁସ୍ତକ ସହିତ ଅନଲାଇନ୍ ପୁସ୍ତକ ମଧ୍ୟ ଏଠାରେ ଉପଲବ୍ଧ ହେବ ଏହା ପାଠକଙ୍କର ଜ୍ଞାନ ସ୍ତର ବୃଦ୍ଧି କରିବାରେ ସହାୟକ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ