OJEE ଆବେଦନ ଅବଧି ଜୁନ୍ ୧୫ ଯାଏ ବୃଦ୍ଧି

ଭୁବନେଶ୍ୱର:  କରୋନା ସଂକ୍ରମଣ ଦୃଷ୍ଟିରୁ OJEE ଆବେଦନ ଅବଧି ବୃଦ୍ଧି କରାଯାଇଛି  ।  ଆବେଦନର ଅବଧି ମେ’ ୧୫ ଯାଏ ଥିବା ବେଳେ ଏହାକୁ  ଜୁନ୍ ୧୫ ଯାଏ ବୃଦ୍ଧି କରାଯାଇଛି  ।

ସେପଟେ ଆବେଦନ ଅବଧି ବଢ଼ିଥିଲେ ବି ପରୀକ୍ଷା ଘୁଞ୍ଚିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ  ।  ଜୁନ୍ ୧୭ରୁ ୨୪ ଯାଏ ପରୀକ୍ଷା ହେବ ବୋଲି ପୂର୍ବରୁ ଦିନ ଧାର୍ଯ୍ୟ ହୋଇଛି  ।

Leave A Reply

Your email address will not be published.

ବ୍ରେକିଂ