B.CAT ରେଜଲ୍ ପ୍ରକାଶ ପାଇଲା

ଭୁବନେଶ୍ୱର : ଓଜେଇଇ ପରିଚାଳିତ B.CAT ରେଜଲ୍ଟ ଆଜି ପ୍ରକାଶ ପାଇଛି । ରାଙ୍କ ଅନୁସାରେ ପରୀକ୍ଷାର୍ଥୀ କଟକ ସ୍ଥିତ ବିପିଏଫଟିଆଇଓରେ ନାମ ଲେଖାଇବେ । ପରୀକ୍ଷା ଦେଇଥିବା ୯୭ ଜଣଙ୍କୁ ମାର୍କ ଅନୁସାରେ ରାଙ୍କ ମିଳିଛି । B.CAT ରାଙ୍କ ଅନୁସାରେ ଓଜେଇଇ କାଉନସିଲଂରେ ଭାଗ ମଧ୍ୟ ନେଇପାରିବେ ପରୀକ୍ଷାର୍ଥୀ ।

Leave A Reply

Your email address will not be published.

ବ୍ରେକିଂ