ଓଏମସିକୁ ବେଷ୍ଟ ଇନ ମ୍ୟାନେଜିଂ ହେଲ୍‌ଥ ଆଟ୍ ୱାର୍କର ସମ୍ମାନ

ଭୁବନେଶ୍ୱର: ଓଡିଶା ମାଇନିଂ କର୍ପୋରେସନ-ଓଏମସିକୁ ଅନ୍ତର୍ଜାତୀୟ ସମ୍ମାନ ।  ବେଷ୍ଟ ଇନ ମ୍ୟାନେଜିଂ ହେଲ୍‌ଥ ଆଟ୍ ୱାର୍କ ଭାବେ ସମ୍ମାନିତ ହୋଇଛି ଓଏମସି । ୧୯ତମ ଏସିଆନ୍ ଲିଡରସିପ୍ ଆୱାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ଓଏମ୍‌ସି ଏହି ପୁରସ୍କାର ପାଇଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷିତ ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ପାଇଁ ଓଏମ୍‌ସିକୁ ପୁରସ୍କାର ପ୍ରଦାନ କରାଯାଇଛି ।  ଏନେଇ ଟ୍ୱିଟ ଯୋଗେ ଜଣାଇଛି ଓଏମସି।

 

Leave A Reply

Your email address will not be published.

ବ୍ରେକିଂ