ଅଗଷ୍ଟ ୨୭ରେ ଓଏସଏସଟିଇଟି

ଭୁବନେଶ୍ୱର: ଅଗଷ୍ଟ ୨୭ରେ ହେବ ମାଧ୍ୟମିକ ସ୍କୁଲ ଶିକ୍ଷକ ଚୟନ ପରୀକ୍ଷା ଓଏସଏସଟିଇଟି । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, OSSTET-୨୦୨୧ ଫର୍ମ ପୂରଣ ଜୁଲାଇ ୨ରୁ ଆରମ୍ଭ ହୋଇଥିଲା ଏବଂ ଜୁଲାଇ ୧୩ରେ ଶେଷ ହେବାର ଥିଲା। ତଥାପି, ରାଜ୍ୟରେ ଚାଲିଥିବା COVID ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଜୁଲାଇ ୧୮ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.

ବ୍ରେକିଂ