୪ କେଜିରୁ ଉର୍ଦ୍ଧ୍ୱ ବଜ୍ରକାପ୍ତା ଖୋଳପା ଜବତ, ଜଣେ ଗିରଫ

ମୟୂରଭଞ୍ଜ : ଏସଟିଏଫ୍ କବଜାରେ ବଜ୍ରକାପ୍ତା ବ୍ୟବସାୟୀ। ବାରିପଦାରୁ ବଜ୍ରକାପ୍ତା ଖୋଳପା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ । ୪ କେଜି ୮୨୦ ଗ୍ରାମର ବଜ୍ରକାପ୍ତା ଖୋଳପା ଜବତ ହୋଇଛି।

ସୂଚନାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାରିପଦା ଫରେଷ୍ଟ ଡିଭିଜନ ବାଲିଚୁଆ ଗ୍ରାମରେ ଏସଟିଏଫ ଚଢାଉ କରିଛି। ଚଢାଉ ବେଳେ ୪ କେଜି ୮୨୦ ଗ୍ରାମର ବଜ୍ରକାପ୍ତା ଖୋଳପା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଲିଚୁଆର ସୁରେନ ପୂର୍ତ୍ତି।

Leave A Reply

Your email address will not be published.

ବ୍ରେକିଂ