ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି ହେଲେ ପ୍ରଫେସର ସଂଜିବ ମିତ୍ତଲ

ଭୁବନେଶ୍ୱର: ପ୍ରଫେସର ସଂଜିବ ମିତ୍ତଲ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି । ରାଜ୍ୟପାଳ ଗଣେଶୀ ଲାଲ ପ୍ରଫେସର ମିତ୍ତଲଙ୍କୁ ନିଯୁକ୍ତି ଦେଇଛନ୍ତି  ।

ରାଜ୍ୟପାଳ ୪ ବର୍ଷ ପାଇଁ ପ୍ରଫେସର ମିତ୍ତଲଙ୍କୁ ନିଯୁକ୍ତି ଦେଇଛନ୍ତି । ସଂଜିବ ମିତ୍ତଲ ବର୍ତ୍ତମାନ ଦିଲ୍ଲୀ ସ୍ଥିତ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱ ବିଦ୍ୟାଳୟରେ ମ୍ୟାନେଜମେଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.

ବ୍ରେକିଂ