ପଞ୍ଜାବରେ କରୋନା କର୍ଫ୍ୟୁ ଅବଧି ଜୁଲାଇ ୧୦ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: କରୋନାର ପ୍ରକୋପ ଧିରେ ଧିରେ ହ୍ରାସ ହେବାରେ ଲାଗିଛି । ହେଲେ ଭୟ ବଢାଉଛି ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ମଙ୍ଗଳବାର ଦିନ କରୋନା କର୍ଫ୍ୟୁକୁ ଜୁଲାଇ ୧୦ ଯାଏ ବୃଦ୍ଧି କରିଛନ୍ତି । ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ମାମଲାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ।

ତେବେ କଟକଣାରେ କିଛିଟା ‌କୋହଳ ମଧ୍ୟ କରାଯାଇଛି । ସେହିପରି ଜୁଲାଇ ୧ ରୁ ୫୦ ପ୍ରତିଶତ କ୍ଷମତା ସହ ବାର୍‌, ପବ୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.

ବ୍ରେକିଂ