ରାହୁଲ ଜୌନ ବରଗଡ଼ର ଏସପି ଭାବରେ ଦାୟିତ୍ୱ ଗ୍ରହଣ କଲେ

ବରଗଡ଼ : କରୋନା ନିୟନ୍ତ୍ରଣରେ ପୋଲିସର ଭୁମିକା ଗୁରୁତ୍ୱ ପୂର୍ଣ ବୋଲି ନୂଆପଡା ଠାରେ ପ୍ରମାଣିତ କରିଥିବା ବରିଷ୍ଠ ପୋଲିସ ଅଧିକାରୀ ଆଇପିଏସ ରାହୁଲ ଜୌନ ବରଗଡ଼ ଜିଲ୍ଲାର ଏସ୍ ପି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଛତିଶଗଡ଼ ରାଜ୍ୟର ସିମାନ୍ତ ନୂଆପଡା ଜିଲ୍ଲାରେ ପ୍ରାୟ ଗୋଟାଏ ବର୍ଷ ଦଖ୍ଯତା ସହ କାମ କରିବା ପରେ ବରଗଡ଼ ଜିଲ୍ଲାରେ ଯୋଗଦାନ ଦେଇଛନ୍ତି ।

ଆସନ୍ତା ଦିନରେ ସମ୍ଭାବନା ଥିବା ତୃତୀୟ ଲହର କରୋନା ଜିଲ୍ଲା ରେ ଦେଖାଦେଲେ ଆଗୁଆ କରୋନା ନିୟନ୍ତ୍ରଣ ରେ ସହାୟକ ହୋଇ ପାରିବାର ଆଶା ରହିଛି । ଜିଲ୍ଲାରେ ନୂଆ ଯୋଗଦାନ ଦେଇଥିବାରୁ ଆସନ୍ତା ଦିନରେ ଜିଲ୍ଲାର ପୋଲିସ ବ୍ଯବସ୍ଥା ସହ ଆଇନଶୃଙ୍ଖଳା ଶୃଙ୍ଖଳିତ ହେବାର ଆଶା ରହିଛି ।

Leave A Reply

Your email address will not be published.

ବ୍ରେକିଂ