ବିବାହ ବନ୍ଧନରେ ବାନ୍ଧି ହେଲେ ରାହୁଲ ବୈଦ୍ୟ-ଦିଶା ପରମାର

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେଲେ ବିଗ୍ ବସ୍ ୧୪ ଫେମ୍‌ ରାହୁଲ ବୈଦ୍ୟ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ୍ ଦିଶା ପରମାରଙ୍କ । ଦୀର୍ଘ ଦିନର ଅପେକ୍ଷା ପରେ ଦୁହେଁ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାହୁଲ ଏବଂ ଦିଶାଙ୍କ ବିବାହ ମଣ୍ଡପରୁ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟ ପରସ୍ପରକୁ ରିଙ୍ଗ ଏବଂ ବରମାଳା ପିନ୍ଧାଉଥିବାର ନଜର ଆସିଛନ୍ତି ।

କୋଭିଡ ପ୍ରୋଟୋକଲକୁ ନଜର ରଖି ମୁମ୍ବାଇରେ ଦୁହିଁଙ୍କ ବିବାହ ହୋଇଛି । ଏହି ବିବାହରେ ରାହୁଲଙ୍କ ବନ୍ଧୁମାନେ ସମାନ ଡ୍ରେସରେ ନଜର ଆସିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

ବ୍ରେକିଂ