ପ୍ରଭୁଙ୍କ ନାଗାର୍ଜୁନ ବେଶରେ ଶ୍ରୀମନ୍ଦିର ଚାରିପାଖେ ଇନ୍ଦ୍ରଧନୁ ବଳୟ

ପୁରୀ : ଦୀର୍ଘ ୨୫ ବର୍ଷ ପରେ ଆଜି ନାଗାର୍ଜୁନ ବେଶରେ ଶୁସଜ୍ଜିତ ହେଉଛନ୍ତି ଶ୍ରୀଜିଉ । ମହାବାହୁଙ୍କର ଏହି ଅପୂର୍ବ ଏବଂ ଆଲୌକିକ ବେଶ ପାଇଁ ଅପେକ୍ଷା କରିଥିଲେ କୋଟି କୋଟି ଭକ୍ତ । ତେବେ ଆଜିର ଏହି ପବିତ୍ର ଏବଂ ଦିବ୍ୟ ଅବସରରେ ଶ୍ରୀକ୍ଷେତ୍ରରେ ଅନ୍ୟ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।

ଗୋଟେପଟେ କାଳିଆର ନାଗାର୍ଜୁନ ବେଶ, ଅନ୍ୟପଟେ ଆକାଶରେ ସାତ ରଙ୍ଗର ଇନ୍ଦ୍ରଧନୁ । ଏଭଳି ଅପୂର୍ବ ଦୃଶ୍ୟକୁ ଦେଖି ଭାବବିହ୍ୱଳ ହୋଇଛନ୍ତି ଭକ୍ତ । ଶ୍ରୀକ୍ଷେତ୍ରରେ ଆହୁରି ଗାଢ ହୋଇଛି ଆଧ୍ୟାତ୍ମିକତାର ରଙ୍ଗ । ଶ୍ରୀମନ୍ଦିରର ମୁକୁଟ ପରି ଶ୍ରୀକ୍ଷେତ୍ର ଆକାଶରେ ଶୋଭାପାଉଛି ଇନ୍ଦ୍ରଧନୁ ବଳୟ ।

Leave A Reply

Your email address will not be published.

ବ୍ରେକିଂ
ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି