ଏଣିକି ରାସନକାର୍ଡ ଟିକାକରଣ ପ୍ରମାଣପତ୍ର ହେବ

ଭୁବନେଶ୍ୱର: ଏଣିକି ରାସନକାର୍ଡ ଟିକାକରଣ ପ୍ରମାଣପତ୍ର ହେବ । ଟିକାକରଣ ପାଇଁ ରାସନ କାର୍ଡକୁ ଅନ୍ୟତମ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ।କୋଓ୍ୱିନର ନୂଆ ଗାଇଡଲାଇନ ଆଧାରରେ ରାସନକାର୍ଡକୁ ସାମିଲ କରାଯାଇଛି।

ଏହାଦ୍ୱାରା ବିପିଏଲ ଓ ଅନ୍ତଦ୍ୱୟ ହିତାଧିକାରୀ ଉପକୃତ ହୋଇପାରିବେ। ଏନେଇ ସବୁଜିଲ୍ଲାପାଳ ଓ ପୌର ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ୭ଟି ଫଟୋ ଆଇ-କାର୍ଡକୁ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଥିଲା। 

Leave A Reply

Your email address will not be published.

ବ୍ରେକିଂ