ଦିବ୍ୟାଙ୍ଗଙ୍କୁ ବିବାହ କଲେ ଅଢେଇ ଲକ୍ଷ

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କୁ ବାହାହେଲେ ଅଢେଇ ଲକ୍ଷ । ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିବ । ଏନେଇ ସାମାଜିକ ନିରାପତ୍ତା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ପୂର୍ବରୁ ଏ କ୍ଷେତ୍ରରେ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଥିଲା । ତେବେ ଆଜି ଏହି ପ୍ରୋତ୍ସାହନ ରାଶିକୁ ବଢାଇ ଦିଆଯାଇଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୀୟ ସଚିବ ଗାଇଡଲାଇନ୍ ଜାରି କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ