କ୍ରିକେଟର ସଚିନ୍‌ ତେନ୍ଦୁଲକର ସୁସ୍ଥ ହୋଇ ଘରକୁ ଫେରିଲେ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ମାତ୍ ଦେଇଛନ୍ତି ମଷ୍ଟବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର । ଗରୁବାର ଦିନ ହସ୍ପିଟାଲରୁ ଡସ୍‌ଚାର୍ଜ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର । ଏ ନେଇ ତେନ୍ଦୁଲକର ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ କିଛି ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୭ ତାରିଖରେ କରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଥିଲେ ତେନ୍ଦୁଲକର । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ