ମା’ଶାରଳାଙ୍କ ପୀଠରେ ୧୪୪ଧାରା ଜାରି

ଜଗତସିଂହପୁର: ଆରମ୍ଭ ହୋଇଛି ପାର୍ବଣ ଋତୁ । ମା’ଜଗତଜନନୀ ଧରାପୃଷ୍ଠରେ ଅବତରଣ କରିଛନ୍ତି। ହେଲେ ଚଳିତ ବର୍ଷ କୋଭିଡ-୧୯ ଲାଗି ପୂର୍ବ ଥର ଭଳି ଚାରିଆଡ଼େ କଟକଣା ଲଗାଯାଇଛି । ମଙ୍ଗଳବାର ମା’ଙ୍କର ସପ୍ତମୀ ପୂଜା। ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ପୀଠରେ ଜାରି ହୋଇଛି ୧୪୪ଧାରା ।

ଆସନ୍ତାକାଲିଠାରୁ ୩ଦିନ ପର୍ଯ୍ୟନ୍ତ କଟକଣା ଜାରି ରହିବ । ଅଷ୍ଟମୀ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ