୪୯ ବର୍ଷରେ ଗାଙ୍ଗୁଲି

 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୪୯ ବର୍ଷରେ ପାଦ ଦେଇଛନ୍ତି। ୧୯୭୩ ମସିହା ଜୁଲାଇ ୮ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନର ବିସିସିଆଇ ସଭାପତି ଗାଙ୍ଗୁଲି ଭାରତୀୟ କ୍ରିକେଟରେ ନୂତନ ଯୁଗରେ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସେ ତାଙ୍କ ଅଧିନାୟକତ୍ୱରେ ବିରେନ୍ଦ୍ର ସେହୱାଗ, ଜାହିର ଖାନ, ଯୁବରାଜ ସିଂ, ହରଭଜନ ସିଂ ଏବଂ ଇରଫାନ ପଠାନଙ୍କ ଭଳି ନୂତନ କ୍ରିକେଟରଙ୍କୁ ସୁଯୋଗ ଦେଇଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ଅନେକ କିଛି ହାସଲ କରିଥିଲା।

Leave A Reply

Your email address will not be published.

ବ୍ରେକିଂ