ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି

କଲମ୍ବୋ: ମଙ୍ଗଳବାର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ । ଏଥିରେ ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ କରିବ।

ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ ଦଳର ନଜର ଦ୍ୱିତୀୟ ମ୍ୟାଚ୍‌ ଉପରେ । ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ତେବେ ଆଜିର ବିଜୟ ଲକ୍ଷ୍ୟରେ ରହିବ ଭାରତ ।

ସେପଟେ ଆଜିର ମ୍ୟାଚ୍ ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି ସୃଷ୍ଚି କରିଛି ।

Leave A Reply

Your email address will not be published.

ବ୍ରେକିଂ