ଏସଟିଏଫ ପଞ୍ଝାରେ ବାଘ ଛାଲ ବ୍ୟବସାୟୀ

ରାଇରଙ୍ଗପୁର: ଏସଟିଏଫ ପଞ୍ଝାରେ ବାଘ ଛାଲ ବ୍ୟବସାୟୀ। ଡିଲ୍‌ ଚାଲିଥିବା ବେଳେ ୨ ବେପାରୀଙ୍କୁ ମାଡି ବସିଲା ଏସଟିଏଫ। ରାଇରଙ୍ଗପୁର ଫରେଷ୍ଟ ଡିଭିଜନ ଅଞ୍ଚଳରେ ଏସଟିଏଫର ଚଢାଉ କରି  ବାଘ ଛାଲ ସହ ୨ ବେପାରୀଙ୍କୁ ଗିରଫ କରିଛି । ୨ ଅଭିଯୁକ୍ତ ହେଲେ ଚନ୍ଦ୍ରକାନ୍ତ କୁରୁଜୀ, ଅଜିତ ଗିରି।

ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଚଳିତ ବର୍ଷ ୧୯ଟି ବାଘ ଛାଲ ଜବତ କରିବାରେ ସଫଳ ହୋଇଛି ଏସଟିଏଫ।

Leave A Reply

Your email address will not be published.

ବ୍ରେକିଂ