ବାଲୁକା କଳାରେ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା

 ପୁରୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସୂର୍ଯ୍ୟ ନମସ୍କାରର ବିଭିନ୍ନ ମୁଦ୍ରାକୁ ସେ ନିଖୁଣ ଭାବେ ଦେଖାଇଛନ୍ତି । କରୋନା ମହାମାରୀ ସମୟରେ ଶରୀର ସୁସ୍ଥ ରହିବା ନିହାତି ଜରୁରୀ । ଏଣୁ ସମସ୍ତେ ଯୋଗ କରିବା ସହ ଅନ୍ୟ ମାନଙ୍କୁ ଉତ୍ସାହିତ କରିବାକୁ ସୁଦର୍ଶନ ନିବେଦନ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ