ଆଜି ବିଶ୍ୱ ସମୁଦ୍ର ଦିବସ : ବାଲୁକା କଳାରେ ସମୁଦ୍ର ସୁରକ୍ଷା ସଚେତନତା ବାର୍ତ୍ତା

ପୁରୀ: ଆଜି ବିଶ୍ୱ ସମୁଦ୍ର ଦିବସ । ପ୍ରତିବର୍ଷ ଜୁନ ୮ ତାରିଖକୁ World Ocean Day ଭାବରେ ପାଳନ କରାଯାଏ । ମହାସାଗର, ସାଗର ଆଦି ଜଳ ରାଶିକୁ ପ୍ରଦୂଷଣ ମୁକ୍ତ ରଖିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ସମୁଦ୍ର ଦିବସରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁର୍ଦଶନ ପଟ୍ଟନାୟକ ।

Leave A Reply

Your email address will not be published.

ବ୍ରେକିଂ