Browsing Tag

accident

ଟାଟା ମ୍ୟାଜିକ ଉପରେ ମାଲ୍ ବୋଝେଇ ଟ୍ରକ୍ ଚଢି ୨ ମୃତ

ରାୟଗଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ  । ଟାଟା ମ୍ୟାଜିକ ଉପରେ ମାଲ୍ ବୋଝେଇ ଟ୍ରକ୍ ମାଡି ଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୀଷଣ ହୋଇଛି ଯେ, ଟାଟା…

ହାଇୱା ଧକ୍କାରେ ୩ ମୃତ

ବିନିକା: ହାଇୱା ଧକ୍କାରେ ୩ ମୃତ I ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ I ଆଜି ଅପରାହ୍ନ ୫ଟାରେ ଗୋଡ଼ଭଗା ପଟରୁ ଦ୍ରୁତ ଗତିରେ ଆସୁଥିବା ହାଇୱା ଗାଡିଟି ମୁଖ୍ୟରାସ୍ତା କଡରେ ଛିଡା ହୋଇଥିବା ଦୁଇଟି ବାଇକରେ ଚାରିଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା…

କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

କଟକ:  ଚୋରା ଶାଳ କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ।  ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି ।  କଟକ ଜିଲ୍ଲା ନରସିଂହପୁର ଥାନା କମଳାଦେଇପୁର ଛକ ଠାରେ  ଏହି ଦୁର୍ଘଟଣା ଘଟିଛି ।   ଗାଡିଟିର ଚକା ଫାଟି ଯିବାରୁ…

ଡମ୍ଫର ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ବୌଦ୍ଧ: କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ ।  ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କଚେରୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଡମ୍ଫର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଏଥିପାଇଁ ଆଜି ସ୍ଥାନୀୟ ଲୋକେ ମୃତକଙ୍କ…

ବସ୍-ବାଇକ୍ ମୁହାଁମୁହିଁ ଧ୍କକା: ଦୁର୍ଘଟଣାରେ ପରିବାରର ୩ ମୃତ

ଧର୍ମଗଡ: ବସ୍ ସହ ବାଇକ୍ ମୁହାଁମୁହିଁ ଧ୍କକା । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ପରିବାରର ବାପା, ମାଆ ସହ ୫ ବର୍ଷର ଶିଶୁକନ୍ୟା ମୃତ୍ୟୁବରଣ କରିଛନ୍ତି । ଧର୍ମଗଡ ଗୋଲମୁଣ୍ଡା ଥାନା ଢଙ୍ଗରିଗୁଡା ଛକ ନିକଟରେ ଏହି…

ଢେଙ୍କାନାଳ: ପିକଅପ୍ ଭ୍ୟାନ ଧକ୍କାରେ ୨ ଶିଶୁ ମୃତ, ୧ ଗୁରୁତର

ଢେଙ୍କାନାଳ: ପିକଅପ୍ ଭ୍ୟାନ୍‌ ଧକାରେ ୨ ଶିଶୁଙ୍କ ଚାଲିଗଲା ଜୀବନ । ଢେଙ୍କାନାଳ ବାଜିଚୌକ ଫ୍ଲାଇଓଭର୍ ତଳେ ଖେଳୁଥିବା ବେଳେ ପିଲାଙ୍କ ଉପରେ ପିକଅପ୍ ଭ୍ୟାନ୍ ମାଡିଜିବାରୁ ଏପରି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୨ ନାବାଳକାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି…

ବରଯାତ୍ରୀ କାର ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, ଖେଳ ଶିକ୍ଷକ ଆହତ

ଦେବଗଡ: କାର ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ । ଆଜି ଅପରାହ୍ନରେ ଦେବଗଡ ଥାନା ଅନ୍ତର୍ଗତ ବସାଲଇ ଗ୍ରାମରେ ଏକ ବରଯାତ୍ରୀ କାର  ଧକ୍କାରେ ଜଣେ ହାଇସ୍କୁଲ ଶିକ୍ଷକଙ୍କର ମୃତ୍ୟୁ ଘଟିଛି । ସେହିପରି ତାଙ୍କ ସହ ବାଇକରେ ବସିଥିବା ଖେଳ ଶିକ୍ଷକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା…

ବାଇକ ଦୃଘଟଣାରେ ଚାଲିଗଲେ ସ୍ୱାମୀ, ଅପଳ୍ପେ ବର୍ତ୍ତିଲେ ସ୍ତ୍ରୀ  ଓ କୁନି ଝିଅ

ଚିକିଟି: ବାଇକ ଦୃଘଟଣାରେ ଆଖି ବୁଜିଲେ ସ୍ୱାମୀ ।  କେ ନୂଆଗାଁ ଥାନା ଧାନଘର ଫାଣ୍ଡି ଅଧିନସ୍ତ ଲାଷ୍ମୀପୁର ରାସ୍ତାରେ ବାଇକ ଦୃଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ,ଶ୍ରୀକାକୁଲମ ଜ଼ୀଲ୍ଲା ଅନ୍ତର୍ଗତ ମୁଳି ପଦର ଗ୍ରlମର ସୁରେନ୍ଦ୍ର ବେହେରା(55)ନିଜ…

କୋରାପୁଟରେ ପିକଅପ୍ ଭ୍ୟାନ ଓଲଟି ୭ ମୃତ, ୯ ଗୁରୁତର

ଜୟପୁର: କୋରାପୁଟରେ ଭ୍ୟାନ ଓଲଟିଲା ପିକଅପ୍ ଭ୍ୟାନ । ଦଶାହ କର୍ମ ସାରି ଫେରିବା ବାଟରେ ଦୁର୍ଘଟଣା । ଏଭଳି ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ । ଏହି ଦୁର୍ଘଟଣାରେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।…

ବାଇକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

ପାତ୍ରପୁର: ପାତ୍ରପରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜରଡା ଥାନା ଅନ୍ତର୍ଗତ ବାଣପୁର ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଓ ବୋଲେରୋ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ବ୍ରହ୍ମପୁର ସଦର ଥାନା ଲୋଚାପଡା ଗାଁର ଟୁନା…
ବ୍ରେକିଂ