Browsing Tag

Accused arrested

ରାଇରଙ୍ଗପୁର ସାମନ୍ୟ ବଚସାକୁ ନେଇ ହତ୍ୟା, ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ସାମନ୍ୟ ବଚସାକୁ ନେଇ ହତ୍ୟା। ରାଇରଙ୍ଗପୁର ଥାନା ଭାଲୁବସା ପଞ୍ଚାୟତର ବୁଢ଼ାମରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସୁକେଶ ମହାନ୍ତ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଚନ୍ଦ୍ର ମୋହନକୁ ଗିରଫ  କରିଥିବା ଜଣାଯାଇଛି ।…

ମାଛ ଗୋଦାମ ଲୁଟ ଘଟଣା; ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ସହ ଅଭିଯୁକ୍ତ ଗିରଫ

ଜଗତପୁର: ନିମପୁର ସ୍ଥିତ ଜୈନିକ ମାଛ ଗୋଦାମରୁ ଲୁଟ ଘଟଣା । ଜଗତପୁର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ନଗତ ଅର୍ଥ, ସୁନା ଅଳଙ୍କାର, ଦାମୀ ମୋବାଇଲ ସହିତ ଚୋରା  ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଜେନାପୁର ଥାନା ରେଖିଦେଇପୁର ଅଞ୍ଚଳ ର ଅଶୋକ ମଲ୍ଲିକ ବୋଲି…

୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଫେରାର ଥିବା ଅଭିଯୁକ୍ତ ଗିରଫ

ଦେବଗଡ : ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ୱ ଠକେଇ ମାମଲାରେ ଫେରାର ଥିବା ଅଭିଯୁକ୍ତ ଗିରଫ । ଅଭିଯୁକ୍ତକୁ ସୋନପୁର ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଛି ଦେବଗଡ ପୋଲିସ । ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଅତୁଲ୍ୟ କୁମାର ମିଶ୍ର  । ସୂଚନାମୁତାବକ ଅତୁଲ୍ୟ…
ବ୍ରେକିଂ