Browsing Tag

Arvind Kejriwal

କେଜରିୱାଲ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ

 ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ବାକି ରହିଛି । ତେଣୁ ଏବେଠାରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହି ନିର୍ବାଚନକୁ ଆଖି ଆଗରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଉତ୍ତରାଖଣ୍ଡ…

ଆଜିଠୁ ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ ଅନଲକ୍ , ଖୋଲିବ ମଲ୍ ଏବଂ ଦୋକାନ ବଜାର

ନୂଆଦିଲ୍ଲୀ :  ଆଜିଠାରୁ ଦେଶର ରାଜଧାନୀ ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏହାହା ଅଧୀନରେ ଅନେକ ଜିନିଷରେ ରିହାତି ଦିଆଯାଇଛି ।  ଦିଲ୍ଲୀର କରୋନା ସ୍ଥିତିରେ ସୁଧାର ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନଲକ୍ ଘୋଷଣା କରିଛନ୍ତି । ଆଜିଠାରୁ…

ଅନଲକ ଫେଜ୍ -3ରେ ଦିଲ୍ଲୀରେ କଣ ରହିବ ଖୋଲା, କଣ ରହିବ ବନ୍ଦ ଜାଣନ୍ତୁ

 ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ସୋମବାର ଠାରୁ ଦିଲ୍ଲୀର ରେଷ୍ଟୁରାଣ୍ଟଗୁଡିକ ୫୦ ପ୍ରତିଶତ ବସିବା କ୍ଷମତାରେ ଖୋଲିବା ନେଇ ଘୋଷଣା କରାଯାଇଛି ।…

ଦିଲ୍ଲୀରେ ଆଜି ଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଆଜି ଠାରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ, କେବଳ କାରଖାନା ଏବଂ ନିର୍ମାଣ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି । ଏହି ସପ୍ତାହରେ ଦିଲ୍ଲୀ ମେଟ୍ରୋ ବନ୍ଦ ରହିବ। କର୍ଫ୍ୟୁ ପୂର୍ବ ପରି ଜୁନ୍ ୭ ତାରଖ  ସକାଳ ୫ ଟା ପର୍ଯ୍ୟନ୍ତ…

ଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧି ଆଉ ସପ୍ତାହେ ବୃଦ୍ଧି

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧି ଆଉ ଏକ ସପ୍ତାହ ବୃଦ୍ଧି କରାଯାଇଛି।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନର ଅବଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ରବିବାର ଘୋଷଣା କରିଛନ୍ତି। ବର୍ତ୍ତମାନ ତାଲା ରାଜଧାନୀ ଦିଲ୍ଲୀରେ ମେ ୩୧ ସକାଳ୫…

କୋଭିଡରେ ମୃତ୍ୟୁ ହେଲେ ପରିବାରଙ୍କୁ ୫୦ ହଜାର ଟଙ୍କା ମିଳିବ: କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗୁନଥିଲା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ  ଦିଲ୍ଲୀରେ କୋଭିଡ୍ ମୃତକଙ୍କ ପରିବାର ଲାଗି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମୃତକଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ୫୦…

ସିଙ୍ଗାପୁରକୁ ବିମାନ ସେବା ବାତିଲ ପାଇଁ କେଜ୍ରିୱାଲଙ୍କ ଅପିଲ୍

ନୂଆଦିଲ୍ଲୀ : ଘାତକ ହେବାରେ ଲାଗିଛି କରୋନା ମହାମାରୀ । ଏଭଳି ସ୍ଥିତିରେ ସିଙ୍ଗାପୁରକୁ ଆସିଥିବା କରୋନାର ନୂତନ ରୂପ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି । ତେଣୁ ସିଙ୍ଗାପୁର ସହିତ ବିମାନ ସେବା ତୁରନ୍ତ ପ୍ରଭାବ ସହିତ ବାତିଲ୍ କରାଯାଉ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି…

ଦିଲ୍ଲୀରେ ମେ’ ୨୪ ଯାଏ ଲକଡାଉନ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ  ସଂକ୍ରମଣ ହାର ହ୍ରାସ ପାଉଛି ।  ଇତି ମଧ୍ୟରେ ଦିଲ୍ଲୀ ସରକାର ଆଉ ଏକ ସପ୍ତାହ ପାଇଁ ଲକଡାଉନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ମେ' ୧୭ ତାରିଖରେ ଶେଷ ହେବାକୁଥିବା ଲକଡାଉନକୁ ଆଉ ସାତ ଦିନ ବଢ଼ାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…

ଦିଲ୍ଲୀରେ ଅକ୍ସିଜେନ୍ କନସେନଟ୍ରେଟର ହୋମ୍ ଡେଲିଭରି ଦିଆଯିବ

ନୂଆଦିଲ୍ଲୀ: ଏଣିକି ରାଜଧାନୀ ଦିଲ୍ଲୀରେ ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‌ଘୋଷଣା କରିଛନ୍ତି। ଯେଉଁମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଅମ୍ଳଜାନ ଯୋଗାଣ ଆବଶ୍ୟକ ସେମାନଙ୍କ ପାଇଁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର…

ଦିଲ୍ଲୀରେ ଲକଡାଉନ୍ ଅବଧି ଆଉ ସପ୍ତାହେ ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢିଲା ଲକଡାଉନ ଅବଧି । ଦିଲ୍ଲୀରେ ଲକଡାଉନ ଏବଧି ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀରେ ୧୭ ମେ' ଯାଏ  ଲକଡାଉନ ଅବଧି ବୃଦ୍ଧି ପାଇଛି । ଏହି ସମୟରେ ମେଟ୍ରୋ ସେବା ବାତିଲ ରହିବ…
ବ୍ରେକିଂ