Browsing Tag

Bahuda Yatra

ଛେରାପହଁରାରେ ଗଜପତି ମହାରାଜାଙ୍କ ୫୦ ବର୍ଷ ପୂରଣ

ପୁରୀ: ଛେରାପହଁରାକୁ ୫୦ ବର୍ଷ ପୂରଣ କରି ଗଜପତି ମହାରାଜାଙ୍କ ରେକର୍ଡ । ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି ମହାରାଜା।  କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ ।…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ସରିଲା

ପୁରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ । ତିନି ରଥରେ ବିରାଜମାନ ହେଲେ ତିନି ଠାକୁର  ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ଚାଲି ଆସିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥାରୂଢ଼ ଠାକୁରଙ୍କ ଦର୍ଶନ ପାଇଁ…

ବାହୁଡା ଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ଲାଗୁ ହେଲା

ପୁରୀ: ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ବାହୁଡା ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ଲାଗୁ ହୋଇଛି । ୨୧ ତାରିଖ ରାତି ୮ଟା ଯାଏଁ ଏହି କଟକଣା ବଳବତ୍ତ ରହିବ ।   ଏହି ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ କଟକଣା ଜାରି କରାଯାଇଛି । ଶ୍ରୀଜୀଉଙ୍କୁ ବାହୁଡ଼ାଇ…

ଆଜି ରାତି ୮ଟାରୁ ବଡଦାଣ୍ଡରେ କର୍ଫ୍ୟୁ

ପୁରୀ:  ଆସନ୍ତାକାଲି ବାହୁଡା ଯାତ୍ରା। କୋଭିଡ ଗାଇଡଲାଇନ ଓ ସରକାରଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ପ୍ରକାର କାର୍ଯ୍ୟ କରାଯିବ। ଏହାକୁ ନଜରରେ ରଖି ବାହୁଡା ଯାତ୍ରା ପାଇଁସ୍ଵତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି। ସହରରେ ସୁରକ୍ଷା ବ୍ୟବସ୍ଥା ପାଇଁ ମୋଟ ୬୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।…
ବ୍ରେକିଂ