Browsing Tag

bhadrak latest

ଭଦ୍ରକରୁ ୨୬୦ ଗ୍ରାମ ବ୍ରାଉନସୁଗର ଜବତ, ୨ଗିରଫ

ଭଦ୍ରକ: ଭଦ୍ରକ ନଙ୍ଗାମହଲା ଅଞ୍ଚଳରୁ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୁରଣା ବଜାର ପୋଲିସ । ସୂଚନା ଅନୁଯାୟୀ ନଙ୍ଗାମହଲା ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗର ବେପାର ଚାଲୁଥିଲା । ପୁରୁଣା ବଜାର ପୋଲିସ ବ୍ରାଉନସୁଗର ବେପାର କରୁଥିବା ଉପରେ ନଜର ରଖିଥିଲା । ଗତକାଲି ଏହି ଅଞ୍ଚଳରେ…

ଦରମା ନମିଳିବାରୁ ଦେହରେ କିରୋସିନି ଢାଳି ଠିକା କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

 ଭଦ୍ରକ: ଦୀର୍ଘ ୫ ବର୍ଷ ଧରି ଦରମା ମିଳି ନ ଥିବାରୁ ଜଳ ସେଚନ ବିଭାଗର ଜଣେ ଠିକା କର୍ମଚାରୀ ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି। ସେ ଦେହରେ କିରୋସିନି ଢାଳି ଥିବା ବେଳେ ପୋଲିସ ତାଙ୍କୁ କାବୁ କରିନେଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁରେ। ସମ୍ପୃକ୍ତ ବ୍ୟକ୍ତି ହେଲେ…

ମଦ ମାଗି ଭଦ୍ରକ ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ

ଭଦ୍ରକ: ଭଦ୍ରକ ଟାଉନ୍ ଥାନାର ଏଏସ୍‌ଆଇ ବୀରକିଶୋର ବେହେରା ନିଲମ୍ବିତ । ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ଏଏସ୍‌ଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଏଏସ୍‌ଆଇ ବୀରକିଶୋର ବେହେରା ଭଦ୍ରକ ଟାଉନର ଜଣେ ଯୁବକଙ୍କୁ ମଦ ମାଗୁଥିଲେ । ଏହି ଘଟଣାର ଅଡିଓ ଟ୍ୟାପ୍…

ଭଦ୍ରକ ଏସପି ଅଫିସ ସମ୍ମୁଖରେ ମା-ପୁଅଙ୍କ ଆତ୍ମାହୂତି ଉଦ୍ୟମ

ଭଦ୍ରକ : ଭଦ୍ରକ ଏସପି ଅଫିସ ଆଗରେ ମା' ପୁଅଙ୍କ ଆତ୍ମାହୂତି ଉଦ୍ୟମ । ନ୍ୟାୟ ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଲଦା ଗ୍ରାମର ଜ୍ୟୋସ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏକ ଜମି ଜମା ମାମଲାରେ କୋର୍ଟରୁ ଡିଗ୍ରୀ ପାଇଥିଲେ ଜ୍ୟୋସ୍ନାରାଣୀ । କିନ୍ତୁ…

ଗଳା ପୋଲ ନିର୍ମାଣ ପାଇଁ ତାତିଲେ ଜନତା, ରାଜପଥ ଅବରୋଧ କରିବାକୁ ଦେଲେ ଚେତାବନୀ

ଭଦ୍ରକ: ଗଳା ପୋଲ ନିର୍ମାଣ ପାଇଁ ତାତିଲେ ଜନତା ।  ଭଦ୍ରକ ସହର ଠାରୁ ପ୍ରାୟ ୫କିମି ଦୂର ୧୬ ନଂ ଜାତୀୟ ରାଜପଥର ରାହଞ୍ଚ ନିକଟରେ ଗଳା ପୋଲ ନିର୍ମାଣ ଦାବି କରି ପୁଣି ଏକାଠି ହୋଇଛନ୍ତି ୩ ଖଣ୍ଡ ମୌଜାର ୧୦ ହଜାରରୁ ଉର୍ଦ୍ଧ୍ୱ ଗ୍ରାମବାସୀ । ଚରମ୍ପା ପଞ୍ଚାୟତ ସରପଞ୍ଚ ମୌନାବତୀ ମଲ୍ଲିକ, ସମିତି…
ବ୍ରେକିଂ