Browsing Tag

Bhubaneswar Municipal Corporation

ଆଜି ଭୁବନେଶ୍ୱରରୁ ୨୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ପୁଣି ଉପର ମୁହାଁ କରୋନା ଆକ୍ରାନ୍ତ ସଂଖ୍ୟା । ଗତ ତିନି ଧରି କରୋନା ଆକ୍ରାନ୍ତ ଦୁଇ ଶହ ଭିତର ଥିବା ବେଳେ ଆଜି ପାର ହୋଇ ଭୁବନେଶ୍ୱରର  ବିଭିନ୍ନ ଅଞ୍ଚଳରୁ ୨୧୩  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୧୮୬ ରେ…

ଭୁବନେଶ୍ୱରରୁ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୫୪ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୯୭୩ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୪୫ ଜଣ ଚିହ୍ନଟ ହୋଇଥିବା…

ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସ୍ଥିର ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ବିଭିନ୍ନ ଅଞ୍ଚଳରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୯୧ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା…

ଭୁବନେଶ୍ୱରରୁ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ଦୁଇ ଦିନ ଧରି ବଢିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୬୨୮ ରେ ପହଞ୍ଚିଛି। ଏନେଇ ବିଏମସି ଟୁଇଟ କରି ସୂଚନା…

ନାଇଟ କର୍ଫ୍ୟୁ ଉଲ୍ଲଂଘନ, ଭୁବନେଶ୍ୱରର ମ୍ୟାଡ୍ ମୁଲ୍ ବାର୍ ସିଲ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଏବେ ବି କିଛିଟା କଟକଣା ରହିଛି। ଜୀବିକା ପାଇଁ କଟକଣାକୁ କୋହଳ କରାଯାଇଥିବା ବେଳେ ନାଇଟ କର୍ଫ୍ୟୁ ଏବେ ବଳବତ୍ତର ରହିଛି।  ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିଛି। ହେଲେ ଏହାକୁ ଉଲ୍ଲଘଂନ କରି କିଛି ବ୍ୟବସାୟୀ ଓ ବାର ମାଲିକ…

ରାଜଧାନୀରୁ ୨୫୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  ରାଜଧାନୀରେ ଆଜି କରୋନା ମିଟର ପୁଣି ବୃଦ୍ଧି ପାଇଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି ।…

ଭୁବନେଶ୍ୱରରେ ୨୨ ଲକ୍ଷରୁ ଅଧିକ ଡୋଜ୍ ଟିକାକରଣ

ଭୁବନେଶ୍ୱର : ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ପାର କଲା ବିଏମ୍‌ସି । ଭୁବନେଶ୍ୱରରେ ସେପ୍ଟେମ୍ବର ୫ ସୁଦ୍ଧା ୨୨ ଲକ୍ଷରୁ ଅଧିକ ଡୋଜ୍ ଟିକାକରଣ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଭୁବନେଶ୍ଵର ମହାନଗର ନିଗମରେ  ମୋଟ ୨୨ ଲକ୍ଷ ୧ ହଜାର ୭୬୧ ଡୋଜ୍ ଟିକା ଦିଆଯାଇଛି।…

ଆଜି ଭୁବନେଶ୍ୱରରୁ ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ,ମୃତ୍ୟୁ ସଂଖ୍ୟା ହଜାରେ ପାର

ଭୁବନେଶ୍ୱର: ରାଜଧାନୀରେ ପୁଣି ଆଜି ଉପର ମୁହାଁ ମହାମାରୀ କରୋନା । ତେବେ ଗତକାଲି ଅପେକ୍ଷା ଆଜି ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୧ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ…

ଭୁବନେଶ୍ୱରରେ ୨୦ ଲକ୍ଷ ଟିକା ଦିଆଗଲାଣି

ଭୁବନେଶ୍ୱର: ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ବିଏମସି । ରାଜଧାନୀରେ ଗତକାଲି ୯ଟା ସୁଦ୍ଧା ମୋଟ ୨୦ ଲକ୍ଷ ୪ ହଜାର ୪୨୮ ଡୋଜ ଟିକା ଦିଆଯାଇଛି। Bhubaneswar #COVIDVaccinationUpdate The COVID19 Vaccination Doses administered as on 12th August 2021…

କିଛି ସମୟ ବର୍ଷାରେ ରାଜଧାନୀରେ ବନ୍ୟା

ଭୁବନେଶ୍ୱର:  କିଛି ସମୟର ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ବନ୍ୟା । ଏପରିକି ପାଣି ସୁଅରେ ଫସି ରହିଥିଲା କାର ଓ ବାଇକ୍ । ଏଥିସହ ତଳିଆ ଅଞ୍ଚଳରେ କେଉଁଠି କେଉଁଠି ଅଣ୍ଟାଏ ଉଚ୍ଚର ପାଣି ଚାଲୁଥିଲା । ଫଳରେ ରାଜଧାନୀ ବାସିନ୍ଦାଙ୍କୁ ନାକେଦମ କରିଥିଲା । ବର୍ଷା ହେବାରୁ ପାଣିର ମାତ୍ରା ଏତେ…
ବ୍ରେକିଂ