Browsing Tag

Bhubaneswar news

ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲା ଲୁଟେରା

ଭୁବନେଶ୍ୱର : ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ନା କମିଶନରେଟ ପୋଲିସକୁ ଭୟ କରୁଛନ୍ତି ନା ଜନସାଧାରଣକୁ । ରାତି ପରି ଦିନ ଦ୍ୱିପହରରେ ଛିନତାଇ,ମର୍ଡର ଆଦି ଘଟାଇ ଚାଲିଛନ୍ତି । ଏହାକୁ ଦେଖି ଲୋକେ ଘରୁ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଗତକାଲି ତେଜରାତି…

ଭୁବନେଶ୍ୱରରୁ ୮୭ ପଜିଟିଭ ଚିହ୍ନଟ, ୧୪୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ଶହେ ତଳକୁ ଖସିଲା ମହମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୮୭  ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।…

ଭୁବନେଶ୍ୱର ଉପ ଜିଲାପାଳ ଓ ତହସିଲ କାର୍ଯ୍ୟାଳୟ ୫ ଦିନ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ଉପ ଜିଲାପାଳ ଓ ତହସିଲ କାର୍ଯ୍ୟାଳୟରେ ପସିଲା କରୋନା । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟକୁ ୫ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦୁଇ କାର୍ଯ୍ୟାଳୟରେ ୫ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ବନ୍ଦ କରିବା ପାଇଁ ପଦକ୍ଷେପ…

ଆଜି ଭୁବନେଶ୍ୱରରୁ ୨୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ପୁଣି ଉପର ମୁହାଁ କରୋନା ଆକ୍ରାନ୍ତ ସଂଖ୍ୟା । ଗତ ତିନି ଧରି କରୋନା ଆକ୍ରାନ୍ତ ଦୁଇ ଶହ ଭିତର ଥିବା ବେଳେ ଆଜି ପାର ହୋଇ ଭୁବନେଶ୍ୱରର  ବିଭିନ୍ନ ଅଞ୍ଚଳରୁ ୨୧୩  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୧୮୬ ରେ…

ଭୁବନେଶ୍ୱରରୁ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ଦୁଇ ଦିନ ଧରି ବଢିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୬୨୮ ରେ ପହଞ୍ଚିଛି। ଏନେଇ ବିଏମସି ଟୁଇଟ କରି ସୂଚନା…

ନାଇଟ କର୍ଫ୍ୟୁ ଉଲ୍ଲଂଘନ, ଭୁବନେଶ୍ୱରର ମ୍ୟାଡ୍ ମୁଲ୍ ବାର୍ ସିଲ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଏବେ ବି କିଛିଟା କଟକଣା ରହିଛି। ଜୀବିକା ପାଇଁ କଟକଣାକୁ କୋହଳ କରାଯାଇଥିବା ବେଳେ ନାଇଟ କର୍ଫ୍ୟୁ ଏବେ ବଳବତ୍ତର ରହିଛି।  ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିଛି। ହେଲେ ଏହାକୁ ଉଲ୍ଲଘଂନ କରି କିଛି ବ୍ୟବସାୟୀ ଓ ବାର ମାଲିକ…

ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୭ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୦ ଜଣ ରହିଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ମାମଲା ୧୦୫୫୧୨ ରେ…

ଭୁବନେଶ୍ୱରରୁ ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୮୮ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୮ ଜଣ ସୁସ୍ଥ ହୋଇଛନ୍ତି।  ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । Update on newly detected #COVID19 cases in the last 24 hrs under the BMC…

ଭୁବନେଶ୍ୱରରୁ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୮୧ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରୁ ଗତ ୨୪ ଘଣ୍ଟା ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୧ ଜଣ ସୁସ୍ଥ ହୋଇଛନ୍ତି।  ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। Update on newly detected #COVID19 cases in the last 24 hrs under the BMC area on 20th…

ଭୁବନେଶ୍ୱରରେ ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ‘ସରାଇ’ ଆପ୍ ଲଞ୍ଚ୍

ଭୁବନେଶ୍ୱର : ଭୁବନେଶ୍ୱରରେ ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ‘ସରାଇ’ ଆପ୍ ଲଞ୍ଚ୍ ହୋଇଛି। ଯାହାଫଳରେ ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ କମିଶନରେଟ୍ ପୋଲିସ ଏହି ନୂଆ ପଦକ୍ଷେପ ଗ୍ରହଣ କରିଛି ବୋଲି । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ…
ବ୍ରେକିଂ