Browsing Tag

Bhubaneswar

କରୋନା ବିରୋଧୀ ଯୁଦ୍ଧ: ଭୁବନେଶ୍ବରରେ ୧୦ ଲକ୍ଷରୁ ଅଧିକ ଲୋକ ଟିକା ନେଲେଣି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟିିକାକରଣ କ୍ଷେତ୍ରରେ ବଡ ସଫଳତା ହାସଲ କରିଛି । ବିଏମସି ପକ୍ଷରୁ ଏଦଯାବତ ୧୦ ଲକ୍ଷ ଡୋଜ ଟିକା ଦିଆଯାଇଥିବା ଜଣାପଡ଼ିଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ମୋଟ ୬ ଲକ୍ଷ ୩୦ ହଜାର ୧୯୧ ଜଣଙ୍କୁ ପ୍ରଥମ ଡୋଜ ଓ ୩ ଲକ୍ଷ ୭୯ ହଜାର ୫୦୫ ଜଣଙ୍କୁ…

କୋଭିଡ ପରିଚାଳନା ପାଇଁ ବିଏମସିକୁ ଆଉ ୨୦କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: କୋଭିଡ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜଧାନୀରେ କୋଭିଡ୍‌ ଲଢେଇକୁ ଜୋରଦାର କରାଯାଉଛି । ତେବେ କୋଭିଡ୍‌ ପରିଚାଳନା ପାଇଁ ବିଏମସିକୁ ଆଉ ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି…

ଭୁବନେଶ୍ୱରରୁ ୫୧ ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରୁ ୫୧ ଗ୍ରାମ ବ୍ରାଉନସୁଗାର ଜବତ । ରାଜଧାନୀର ହଳଦିପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ କରିଛି ପୋଲିସ  । ଯାହାର ଆନୁମାନିକ ମୂଲ୍ୟ ହେଉଛି ୫ ଲକ୍ଷ ଟଙ୍କା । ଘଟଣାରେ ସଂପୃକ୍ତ ଥିବା ୨ ଜଣକୁ ଗିରଫ କରିଛି ଲଷ୍ମୀସାଗର ଥାନା ପୋଲିସ । ସୂଚନାଯୋଗ୍ୟ ଫୋନ୍ ଯୋଗେ …

ଭୁବନେଶ୍ୱରରେ ୧୮ରୁ ୪୪ ବୟସ୍କ ଟିକାକରଣ ଲାଗି ସ୍ଲଟ ବୁକ୍ କରିପାରିବେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର‌ରେ  କୋଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ୧୮ରୁ ୪୪ ବର୍ଷ ବୟସର ଲୋକମାନେ କେବଳ ସ୍ଲଟ ବୁକ୍ କରିପାରିବେ । ଏନେଇ ବିଏମସି ସୂଚନା ଦେଇଛି । New Vaccination Slot will be opened for the 18-44 age group at 6pm today.…

ଭୁବନେଶ୍ଵରରେ ନକଲି ଟିଭି ଜବତ

ଭୁବନେଶ୍ଵର: ରାଜଧାନୀରେ ବିକ୍ରି ହେଉଛି ନକଲି ଟିଭି। ନାମୀଦାମୀ ବ୍ରାଣ୍ଡର କହି ଗ୍ରାହକଙ୍କୁ ଠକୁଥିଲେ ସୋରୁମ ମାଲିକ। ନକଲି ଟିଭି ବିକ୍ରି କରି ମାଲମାଲ ହେଉଛନ୍ତି କିଛି ସୋରୁମ୍ ମାଲିକ। ତେବେ ଆଜି ଭୁବନେଶ୍ଵରରୁ ଠକ ସୋରୁମ ମାଲିକଙ୍କୁ ଗିରଫ କରିବା ସହ ୧୨୦ ନକଲି ଟିଭି ଜବତ କରିଛି ସ୍ପେଶାଲ…

ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ହ୍ରାସ କରିବା ପାଇଁ ଟିକାକରଣକୁ ଜୋରଦାର କରାଯାଇଛି। ତେବେ ଆଜିଠୁ ରାଜଧାନୀରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଛି । ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି । ଏଥିଲାଗି ବିଏମସିର ୩ଟି…

ବ୍ଲକିଂ ବେଳେ ରାଜଧାନୀରୁ ବନ୍ଧୁକ ଜବତ

ଭୁବନେଶ୍ୱର: ଲକଡାଉନରେ ବ୍ଲକିଂ ବେଳେ ରାଜଧାନୀରୁ ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଅଭିଯୁକ୍ତଙ୍କଠାରୁ ୨ଟି ରିଭଲବର  ଏବଂ ବାଇକ ଜବତ କରାଯାଇଛି । ଯାଞ୍ଚ ବେଳେ ପୋଲିସକୁ ବନ୍ଧୁକ ଦେଖାଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତକୁ ଗୋଡାଇ ଗୋଡାଇ ଧରିଲା ନୟାପଲ୍ଲୀ ପୋଲିସ । ଲକଡାଉନରେ…

ରାଜଧାନୀରେ ଅମାନିଆଙ୍କଠାରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି । ତେଣୁ ସଂକ୍ରମଣ ଏଡାଇବା ପାଇଁ ସରକାର ଲଡଡାଉନ ଓ ସାପ୍ତାହିକ ସଟଡାଉନ ଘୋଷଣା କରିଛନ୍ତି । ତଥାପି କିଛି ଅମାନିଆ ଏହାକୁ ଅବମାନନା କରି ବେଫିକର ଭଳି ବୁଲୁଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କୁ ୨୦ ଲକ୍ଷ ୫୬ ହଜାର…

ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର:  ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହା ବିଏମସିର ଚିନ୍ତା ବଢାଇଦେଇଛି । ଏହାକୁ ଦୃଷ୍ଟିରେ ରଖି ବିଏମସି ବଡ଼ ନିଷ୍ପତ୍ତି ନେଇଛି  । ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ସମସ୍ତ…

ରାଜଧାନୀରେ ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସିର ଆହ୍ୱାନ

ଭୁବନେଶ୍ୱର : କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ରାଜ୍ୟର ୨୦ ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିଥିବା ବେଳେ ଅନ୍ୟ ୧୦ ଟି ଜିଲ୍ଲାରେ ସଂନ୍ଧ୍ୟା ୬ ରୁ ସକାଳ ୫ ଟା…
ବ୍ରେକିଂ