Browsing Tag

Bihar

ଜୁଲାଇ ୧୨ ରୁ ବିହାରରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ

ବିହାର: କୋଭିଡ କଟକଣା ମଧ୍ୟରେ ବିହାରରେ ଖୋଲିବ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ । କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ସ୍କୁଲ୍‌, କଲେଜ ଓ ବିଶ୍ୱବିଦ୍ୟାଳୟମାନ ଆସନ୍ତା ୧୨ ତାରିଖରୁ ଖୋଲିବାକୁ ବିହାର ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ଦିନରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ…

ବିହାରରେ କରୋନାଜନିତ ମୃତ୍ୟୁସଂଖ୍ୟାରେ ସଂଶୋଧନ; ୭୨% ବୃଦ୍ଧି ପାଇ ୯ ହଜାରକୁ ବୃଦ୍ଧି

ପାଟନା: ବିହାରରେ କରୋନାଜନିତ ମୃତ୍ୟୁସଂଖ୍ୟାରେ ଅନିୟମିତତା ମାମଲା ସାମ୍ନାକୁ ଆସିଛି। ହାଇକୋର୍ଟଙ୍କ ଛାଟ ବାଜିବା ପରେ ଅସଲ ରିପୋର୍ଟ ସାମ୍ନାକୁ ଆସିଛି। ବିହାର ରାଜ୍ୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟାରେ ବ୍ୟାପକ ସଂଶୋଧନ କରିବା ପରେ ଏବେ ତାହା ୭୨%କୁ ବୃଦ୍ଧି ପାଇଛି । ଜୁନ୍ ୭…

ବିହାରରେ ଅନଲକ ପ୍ରକ୍ରିୟା ଆରମ୍ଭ

ପାଟଣା: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ବିହାରରେ ମଧ୍ୟ ସଂକ୍ରମଣ ହ୍ରାସ ପାଇବା ପରେ ଏଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନ୍ ଶେଷ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟରେ ଏବେ ସନ୍ଧ୍ୟା ୫ଟା ଯାଏ ଦୋକାନ ଖୋଲା…

ମହାରାଷ୍ଟ୍ର ଓ ବିହାରରେ ଲକଡାଉନ ଅବଧି ବୃଦ୍ଧି

ମୁମ୍ବାଇ: ଦେଶରେ ବେକାବୁ ମହାମାରୀ କରୋନା । ମହାରାଷ୍ଟ୍ରରେ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ଜୁନ୍ ୧ ପର୍ଯ୍ୟନ୍ତ ବଢାଇ ବଢାଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଜରୁରୀକାଳିନ ସେବା ଉପରେ କୌଣସି ପ୍ରତିବନ୍ଧକ…

କରୋନାରେ ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂଙ୍କ ଦେହାନ୍ତ

ପାଟଣା: କରୋନାରେ ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂଙ୍କ ଦେହାନ୍ତ । ସେ କରୋନା ସଂକ୍ରମିତ ହେବା ପରେ ପାଟନା ସ୍ଥିତ ପାରସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୧୯୮୪ ବ୍ୟାଚର ଆଇଏଏସ୍ ଅଫିସର ଅରୁଣ ସିଂଙ୍କ ଦେହାନ୍ତ ହୋଇଛି । ସୂଚନା ଅନୁସାରେ, ଏପ୍ରିଲ୍ ୧୫ ତାରିଖରେ ବିହାର…

କୋଚିଂ ସେଣ୍ଟର ବନ୍ଦକୁ ନେଇ ଶିକ୍ଷାର୍ଥୀଙ୍କ ହଙ୍ଗାମା

ପାଟନା: ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି ବିହାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ୍‌, କଲେଜ ତଥା କୋଚିଂ ସେଣ୍ଟରକୁ ବନ୍ଦ କରାଯାଇଛି। ତେବେ ଏହାକୁ ବିରୋଧ କରି  ସାସାରାମ ଅଞ୍ଚଳରେ ଶିକ୍ଷାର୍ଥୀମାନେ ହଙ୍ଗାମା କରିଛନ୍ତି। ଏଥିସହ କିଛିଟା…

‘ଅଧିକାରୀ ଜନତାଙ୍କ କଥା ନ ଶୁଣିଲେ, ବେତରେ ବାଡ଼ାନ୍ତୁ’

ବେଗୁସରାଇ : କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଗିରିରାଜ ସିଂ ପୁଣିଥରେ ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯଦି କୌଣସି ଅଧିକାରୀ ସେମାନଙ୍କ କଥା ଶୁଣନ୍ତି ନାହିଁ, ତେବେ ତାଙ୍କୁ 'ବେତରେ ପିଟିବାକୁ ସେ ବେଗୁସରାଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ବେଗୁସରାଇ…

ଆନ୍ଦୋଳନରତ ଚାଷୀଙ୍କ ଉପରେ ଲାଠିଚାର୍ଜ କଲା ପୋଲିସ୍

ପାଟନା: ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ବିହାରର ରାଜଭବନ ଯାଉଥିବା ଚାଷୀ ସଂଗଠନ ଉପରେ ପୋଲିସର ଲାଠିଚାର୍ଜ  । ପୂର୍ବରୁ ପାଟନାରେ ଅଲ ଇଣ୍ଡିଆ କିସାନ ସଂଘର୍ଷ ସମନ୍ୱୟ କମିଟି ଏବଂ ବାମପନ୍ଥୀ ଦଳର ଡାକରା ଅନୁଯାୟୀ ଗାନ୍ଧୀ ମୈଦାନରୁ ରାଜଭବନକୁ ଚାଷୀମାନେ ପଦଯାତ୍ରା କରି ଆସୁଥିଲେ । ସେମାନେ  …
ବ୍ରେକିଂ