Browsing Tag

bmc commissioner

ମେ ’୨୫ ସୁଦ୍ଧା ପାଟିଆ ଶ୍ମଶାନର ନିର୍ମାଣ କାର୍ଯ୍ୟ ସାରିବାକୁ ବିଏମସି କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାର ଆଖପାଖ ଅଞ୍ଚଳର କରୋନା ରୋଗୀ ମଧ୍ୟ ଚିକିତ୍ସିତହେବାକୁ ଭୁବନେଶ୍ଵରରେ ଥିବା କୋଭିଡ ହସ୍ପିଟାଲକୁ ଆସୁଛନ୍ତି। ଗୁରୁତର କରୋନାରୋଗୀ ମୃତ୍ୟୁବରଣ କରିବା ପରେ ସେମାନଙ୍କ ଶବକୁ ସତ୍ୟନଗର ଶ୍ମଶାନରେ ଦାହ କରାଯାଉଛି।…

ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦିଆଯିବ : ବିଏମସି କମିଶନର

ଭୁବନେଶ୍ୱର: ଟୀକା ଆସିଲେ ଘରୋଇ ହସ୍ପିଟାଲରେ ମିଳିବ କୋଭିଡ ଭ୍ୟାକସିନ୍ । ରାଜଧାନୀର ଘରୋଇ ହସ୍ପିଟାଲରେ ଟୀକାଦାନ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ପୂର୍ବରୁ ୩୧ଟି ବେସରକାରୀ ହସ୍ପିଟାଲକୁ ପ୍ରଥମ ଫେଜ୍‌ରେ ଚିହ୍ନଟ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରାଇଭେଟ୍…

ପଞ୍ଜୀକରଣ ବିନା ଟୀକାକରଣ କେନ୍ଦ୍ରକୁ ଯାଆନ୍ତୁ ନାହିଁ: ବିଏମସି କମିଶନର

ଭୁବନେଶ୍ୱର: ଟୀକାକରଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ଟୀକା କେନ୍ଦ୍ରକୁ ନଯିବା ପାଇଁ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। କାରଣ ଟୀକା କେନ୍ଦ୍ରରେ ଅଯଥାରେ ଗହଳି ହେଉଛି। ଯଦ୍ୱାରା ଲୋକ ମାନଙ୍କ ମଧ୍ୟରେ…

ଭୁବନେଶ୍ୱରରେ ମେ ୩ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୮-୪୪ ବୟସ ବର୍ଗର ଲୋକଙ୍କ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ମେ ୩ ରୁ ଆରମ୍ଭ ହେବ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଯେଉଁମାନେ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଆସନ୍ତା ୩ ତାରିଖରୁ…

ବିଏମସି ପକ୍ଷରୁ ଜାରି ହେଲପ ଲାଇନ ନମ୍ବର ୧୯୨୯ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲମାନଙ୍କ‌ରେ କୋଭିଡ ବେଡର ବ୍ୟବସ୍ଥା କରାଯାଇଥିଲା। ଏହି ବେଡ ସଂଖ୍ୟା ପର୍ଯ୍ୟାୟ କ୍ରମେ ବୃଦ୍ଧି କରାଯାଉଛି ବୋଲି ବିଏମସି କମିଶନର ପ୍ରେମଚାନ୍ଦ  ଚୌଧୁରୀ ସୂଚନା…

ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ ଓ ସଟଡାଉନ କଥା ଚିନ୍ତା କରୁନୁ: ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ୮୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ରହିଛନ୍ତି । ତେବେ ଭୁବନେଶ୍ୱରରେ ୱିକେଣ୍ଡ ସଟଡାଉନ କି ନାଇଟ କର୍ଫ୍ୟୁ କଥା ଚିନ୍ତା କରିନୁ ବୋଲି…

ଗମନାଗମନ ଉପରେ କଟକଣା ନଥିବାରୁ ସଂକ୍ରମଣ ବଢୁଛି : ବିଏମସି କମିଶନର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପଜିଟିଭ୍ କେସ୍ ବଢ଼ିବା ସଙ୍ଗେ ସଙ୍ଗେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଭୁବନେଶ୍ୱରରେ ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କୋଭିଡ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ…

ଭୁବନେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କଡ଼ାକଡ଼ି ହେବ କଟକଣା: ବିଏମସି କମିଶନର

ଭୁବନେଶ୍ୱର:  ରାଜ୍ୟରେ ପୁଣି ଚିନ୍ତା ବଢାଇଛି କରୋନା ମହାମାରୀ।  ପୁନଃ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏବେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଆଜି XIMBରେ ୪୫ଜଣ କରୋନ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ିଯାଇଛି । ପଜିଟିଭ ଚିହ୍ନଟ ପରେ ଏକ୍ସଆଇଏମବିକୁ ସିଲ୍…

ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା : ବିଏମ‌ସି କମିଶନର

ଭୁବନେଶ୍ୱର : ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବରିଷ୍ଠ ନାଗରିକ ଓ ବହୁବିଧ ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ଭୁବନେଶ୍ବରର ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ…

ବିଏମ୍‌ସି କମିଶନର କରୋନା ଟିକା ନେଲେ

ଭୁବନେଶ୍ୱର : ମହାମାରୀ କରୋନା ବିରୋଧରେ ଟିକାକରଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିଥିବା ବେଳେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । ତେବେ ମହାମାରୀ କବଳରୁ ରକ୍ଷା ପାଇବା ପାଇଁ  ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ କରୋନା ଟିକା ନେଇଛନ୍ତି ।…
ବ୍ରେକିଂ