ରାଜଧାନୀର ହୋଟେଲ ଓ ରେଷ୍ଟୁରାଣ୍ଟରେ ଲାଗିବ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
ଭୁବନେଶ୍ୱର: ରାଜଧାନୀର ହୋଟେଲ ଓ ରେଷ୍ଟୁରାଣ୍ଟରେ ଲାଗିବ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍। ହୋଟେଲ ଓ ରେଷ୍ଟୁରାଣ୍ଟରେ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ। ୭ ଦିନ ଭିତରେ ସେମାନେ ଦୋକାନ ସମ୍ମୁଖରେ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…