Browsing Tag

bollylood latest

ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ କରୋନା

ମୁମ୍ବାଇ: ବଲିଉଡର ପିଛା ଛାଡୁନି ମହାମାରୀ କରୋନା । ଜଣଙ୍କ ପରେ ଜଣେ ଅଭିନେତା ତଥା ଅଭିନେତ୍ରୀଙ୍କୁ ଗ୍ରାସ କରୁଛି କୋଭିଡ ପଜିଟିଭ୍ । ତେବେ କରୋନା ସଂକଟ ସମୟରେ ଅସହାୟଙ୍କ ନିକଟରେ ଭଗବାନ ହୋଇ ଛିଡ଼ା ହେଉଥିବା ସୋନୁ ସୁଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି…

ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ କାର୍ତ୍ତିକ ସୋସିଆଲ ମିଡିଆରେ ଏହି ସୂଚନା ପ୍ରଦାନ କରି ପ୍ରଶଂସକମାନଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି। ସେ ସୋସିଆଲ୍‌ ମିଡିଆରେ ଏକ 'ପ୍ଲସ' ଚିହ୍ନ ସହ…

ବସ ଚଲାଇ ସମସ୍ତଙ୍କୁ ଚକିତ କଲେ ଏହି ହିରୋଇନ

ମୁମ୍ବାଇ: ବସ ଚଲାଇଲେ ବଲିଉଡ୍‌ର  ଚୁଲବୁଲି ନାୟିକା ତମନ୍ନା ଭାଟିଆ। ନିକଟରେ ସେ ନିଜେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ତମନ୍ନା ଏକ ପଡିଆ ଭିତରେ ବସ୍‌ ଚଲାଉଥିବା ଦେଖାଯାଉଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଜଗନ୍ନାଥ ଦର୍ଶନ ପାଇଁ ଓଡ଼ିଶା ଆସିବେ କଙ୍ଗନା

ମୁମ୍ବାଇ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡିଶା ଆସିବାକୁ ଚାହୁଁଛନ୍ତି ବଲିଉଡର ପଙ୍ଗା ଗାର୍ଲ କଙ୍ଗନାରଣାୱତ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଓଡ଼ିଶାର ପୁରୀ ସହରକୁ ଆସିବାକୁ ସେ ମନ ବଳାଇଛନ୍ତି  କଙ୍ଗନା । ଏନେଇ ମଙ୍ଗଳବାର ସେ ନିଜର ନୂଆବର୍ଷର ପ୍ଲାନିଂ ବିଷୟରେ ଟୁଇଟ କରି…

ଗିରଫ ହେଲେ ସୁରେଶ ରାଇନା, ସୁଜେନ୍‌ ଖାନ୍‌, ଗୁରୁ ରନ୍ଧାୱା

ମୁମ୍ବାଇ : କରୋନା ନିୟମ ଉଲଂଘନ କରି ଫସିଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା ।  ମୁମ୍ବାଇରେ ନାଇଟ କର୍ଫ୍ୟୁ ଉଲଙ୍ଘନ ମାମଲାରେ ସୁରେଶ ରାଇନା,  ସୁଜେନ୍‌ ଖାନ୍‌,  ଗାୟକ ଗୁରୁ ରନ୍ଧାୱାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନାଇଟ କର୍ଫ୍ୟୁର ଉଲଂଘନ କରି…
ବ୍ରେକିଂ