Browsing Tag

brown sugar seized

କେନ୍ଦ୍ରାପଡ଼ା ଚାନ୍ଦୋଳରୁ ୫୦୦ ମିଲିଗ୍ରାମ ବ୍ରାଉନସୁଗର ସହ ୩ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ନିକଟରୁ ୫୦୦ ମିଲିଗ୍ରାମ ବ୍ରାଉନସୁଗର ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି କାରବାରରେ ଜଣେ ଯନ୍ତ୍ରୀଙ୍କ ସଂପୃକ୍ତ ଥିବା ଚାନ୍ଦୋଳ ଫାଣ୍ଡି ପୋଲିସ ଜାଣିବାକୁ ପାଇଛି । ଜବତ ବ୍ରାଉନସୁଗର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି ।…

୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ; ମହିଳାଙ୍କ ସମେତ ୩ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଝାଡେଶ୍ୱରପୁର ରାଜପୁର ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଝାଡେଶ୍ୱରପୁର ରାଜପୁର ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର୍‌ ଚାଲିଥିବା ନେଇ ପୋଲିସକୁ ସୂଚନା…

ଜଳେଶ୍ଵରରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଜଳେଶ୍ୱର:  ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରୁ  ୧୧୦ ଗ୍ରାମର ବ୍ରାଉନସୁଗାର ଜବତ । ଏଥିସହ ୨ ଅଭିଯୁକ୍ତକୁ ଗିରଫ କରିବା ସହ ଗୋଟିଏ ବୁଲେଟ ଜବତ କରିଛି ପୋଲିସ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ କହିଛି । ସୂଚନାନୁଯାୟୀ, ୨…

ଭୁବନେଶ୍ୱରରୁ ୧ କିଲୋରୁ ଉର୍ଦ୍ଧ୍ଵ ବ୍ରାଉନସୁଗର ଜବତ, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରସୁଲଗଡ଼ ନିକଟରେ ଚଢ଼ାଉ କରି ୧ କିଲୋ ୨୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ୨ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ବିଟେକ୍‌ ଛାତ୍ର ଗିରଫ

ଭୁବନେଶ୍ଵର: ଖୋର୍ଦ୍ଧାରେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ବ୍ରାଉନସୁଗାର ବେପାର ଅଭିଯୋଗରେ କ୍ରାଇମବ୍ରାଞ୍ଚଦ୍ଵାରା  ଜଣେ ବି.ଟେକ୍‌ ଛାତ୍ରଙ୍କୁ ଗିରଫ କରାଯାଇଛି । ଗିରଫ…

କେନ୍ଦ୍ରାପଡାରୁ ୫୦ ଗ୍ରାମ ବ୍ରାଉନ ସୁଗାର ଜବତ, ମହିଳା ଗିରଫ

କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣଙ୍କ ଦକ୍ଷିଣଦିଆ ଗ୍ରାମର ବୋଲି ଜଣାପଡିଛି ।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ…

କେନ୍ଦ୍ରାପଡାରୁ ୧୫ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୫ ଗ୍ରାମର ବ୍ରାଉନସୁଗାର ଜବତ । ଏଥିସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।  ଗିରଫ ବ୍ୟକ୍ତି ଜଣଙ୍କ ହେଲେ ରାଜୀବ କୁମାର ପତି । ତେବେ ଜବତ ବ୍ରାଉନସୁଗାରର ଆନୁମନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ।…

ଜଳେଶ୍ୱରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର  NH-୧୬ର ଚାଲନ୍ତି ଛକରୁ ୧୫୦ ଗ୍ରାମର ବ୍ରାଉନ୍‌ସୁଗର ଜବତ ହୋଇଛି । ଘଟଣାରେ ୨ ମାଫିଆଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ସମେତ ୨ ବ୍ରାଉନ ସୁଗାର ବେପାରୀ ଧରାପଡିଛନ୍ତି । ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏହାସହ…

ଜଳେଶ୍ୱରରୁ ୨କିଗ୍ରା ବ୍ରାଉନସୁଗର ଜବତ, ୨ ଗିରଫ

ବାଲେଶ୍ୱର: ଜଳେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ୨କିଗ୍ରା ବ୍ରାଉନସୁଗର ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ସମେତ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବଲି ଜଣା ପଡିଛି । ମିଳିଥିବା ସୂଚନାନୁସାରେ ଗତକାଲି…

ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ଵର: ଧଳାଜହର ଆଡ୍ଡା ସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ଵର। ପୋଲିସ ଆଖିରେ ଧୂଳି ଦେଇ ବେପାରୀମାନେ ବ୍ରାଉନସୁଗାର କାରବାର କରୁଛନ୍ତି। ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର । ପ୍ରାୟ ୨୫୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ…
ବ୍ରେକିଂ