Browsing Tag

brownsugar

ଭୁବନେଶ୍ୱରରୁ ପୁଣି ଧଳା ଜହର ଜବତ: ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ଧଳା ଜହର ଜବତ । ପଟିଆ ଅଞ୍ଚଳରୁ ବ୍ରାଉନସୁଗର ରାକେଟକୁ ଠାବ କରିଛି ପୋଲିସ। ଘଟଣା ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ମହିଳାଙ୍କ ସହ ଚାରି ଜଣଙ୍କୁ ଗିରଫ କରିଛନ୍ତି । ସୂଚନା ଅନୁଯାୟୀ , ନିନୋ ପାଟ୍ରୋଲ ପମ୍ପ ନିକଟ ପଟିଆ ଷ୍ଟେସନ ରାସ୍ତାରେ…

କୁଖ୍ୟାତ ବ୍ରାଉନସୁଗର ବେପାରୀ ଶେଖ୍ ରାଜାର ଭିଣେଇ ଗିରଫ୍

ବାଲେଶ୍ୱର: ପୁଣି ଜବତ ହେଲା ଧଳା ଜହର । ବାଲେଶ୍ୱରରୁ ବଡ ଧରଣର ଡ୍ରଗ୍ସ କାରାବାର ଧରାପଡିବାର ସୂଚନା ମିଳିଛି । ସହେଦେବଖୁଣ୍ଟା ପୋଲିସ୍ ଅଡର ବଜାରରୁ ଜବତ କରି ୧୦୦ ଗ୍ରାମ ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା…

ବ୍ରାଉନସୁଗାର ବିକ୍ରିବେଳେ ଧରାପଡିଲେ ବିଏମସି କର୍ମଚାରୀ

ଭୁବନେଶ୍ୱର: ବ୍ରାଉନସୁଗାର ବେପାରରେ ବିଏମସି କର୍ମଚାରୀ । ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ରେଡ ହ୍ୟାଣ୍ଡ ଧରାପଡିଲେ କର୍ମଚାରୀଜଣକ । ତେବେ ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି । ତାଙ୍କ ନିକଟରୁ 8 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହାର ଆନୁମାନିକ…
ବ୍ରେକିଂ