Browsing Tag

Bye-Laws For Lingaraj Temple

ସାଂସଦ ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ସେବାୟତଙ୍କ ନିନ୍ଦା

ଭୁବନେଶ୍ୱର: ବହୁତ ଦୁଃଖର କଥା, ଭୁବନେଶ୍ୱରର ମାନ୍ୟବର ସାଂସଦ ତାଙ୍କ ନିର୍ବାଚନ ମଣ୍ଡଳୀର ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମସ୍ୟା ଉପରେ ଏତେ ଦିନ ପରେ ମୁହଁ ଖୋଲିଲେ । ଭୁବନେଶ୍ୱର ଆସି ଶ୍ରୀଲିଙ୍ଗରାଜଙ୍କ ସେବାୟତ ତଥା ସ୍ଥାନୀୟ ଲୋକଙ୍କ ସହ ପରାମର୍ଶ କରି ଏବଂ ସ୍ଥିତିକୁ ଭଲ ଭାବରେ ଅନୁଧ୍ୟାନ କରି…

ଲିଙ୍ଗରାଜ ମନ୍ଦିର ସମ୍ପର୍କିତ ବାଇ ଲ’ ପ୍ରତ୍ୟାହାର କରିବାକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରରୁ ବାଇ-ଲ' ହଟିବା ପରେ ଜୋର ଧରିଲା ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜ ପାଇଁ ଅଧିନିୟମ ପ୍ରତ୍ୟାହାର ଦାବି ।  ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣର (NMA) ପ୍ରସ୍ତାବିତ ବାଇ ଲ' ପ୍ରତ୍ୟାହାର ପାଇଁ ଚିଠି ଲେଖାଯାଇଛି ।…
ବ୍ରେକିଂ