Browsing Tag

Chhera Pahanra Ritual

ଛେରାପହଁରାରେ ଗଜପତି ମହାରାଜାଙ୍କ ୫୦ ବର୍ଷ ପୂରଣ

ପୁରୀ: ଛେରାପହଁରାକୁ ୫୦ ବର୍ଷ ପୂରଣ କରି ଗଜପତି ମହାରାଜାଙ୍କ ରେକର୍ଡ । ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି ମହାରାଜା।  କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ ।…

ଗଜପତିଙ୍କ ଛେରାପହଁରା ପରମ୍ପରା ଆରମ୍ଭ

ପୁରୀ: ଗଜପତିଙ୍କ ଛେରାପହଁରା ପରମ୍ପରା ଆରମ୍ଭ । ଗୋଟିଏ ପରେ ଗୋଟିଏ ରଥରେ ରାଜାବେଶରେ ଗଜପତି ମହାରାଜ ଛେରା ପହଁରା କରୁଛନ୍ତି ।   ଘଣ୍ଟ, ଘଣ୍ଟା, କାହାଳୀ ବାଜାରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଭକ୍ତିମୟ ପରିବେଶରେ ପୂରୁ ଉଠୁଛି ବଡ଼ଦାଣ୍ଡ । ଧାଡ଼ି ପହଣ୍ଡିରେ ପ୍ରଥମେ ଦେବଦଳନ ରଥରେ…
ବ୍ରେକିଂ