Browsing Tag

Chief Minister Yogi Adityanath

ଟ୍ରକକୁ ପିଟିଲା କାର, ଗୋଟିଏ ପରିବାରର ୫ ମୃତ

ବସ୍ତି : ଟ୍ରକକୁ ପିଟିଲା କାର । ଫଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ୫ ବର୍ଷର ଶିଶୁ ଓ କାର ଚାଳକ ଗୁରୁତର ଆହତ ହୋଇଛନ୍ତି ।  ଉତ୍ତରପ୍ରଦେଶର ବସ୍ତି ଜିଲାରେ ଗୋଟବା ବଜାର ନଗର ଥାନା ଅନ୍ତର୍ଗତ ରାଷ୍ଟ୍ରୀୟ ରାଜପଥରେ ସ୍ଥିତ କଟୟା ନିକଟରେ ଏଭଳି ମର୍ମନ୍ତୁଦ ସଡକ…

ଉତ୍ତର ପ୍ରଦେଶରେ ଶନିବାର ଲକଡାଉନ ଲାଗୁହେବନି

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଶନିବାର ଲାଗୁହେବନି ଲକଡାଉନ । କରୋନା ସଂକ୍ରମଣ ହ୍ରାସ ପାଉଥିବା ଦୃଷ୍ଟିରୁ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଶନିବାର ନୁହେଁ ବରଂ ରବିବାର ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିୟମ ୧୪ ଅଗଷ୍ଟରୁ ଲାଗୁ ହେବ । କିନ୍ତୁ ସାମାଜିକ ଦ୍ୱରତା ଓ…

ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍ପିଟାଲରେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ  : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ବିଗିଡିବାରେ ଲାଗିଛି । ତେବେ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତକାଲି ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି…

ଉତ୍ତର ପ୍ରଦେଶରେ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା

ଲକ୍ଷ୍ନୌ : ଦେଶରେ ମହାମାରୀ କରୋନା ଆତଙ୍କ ଖେଳାଉଥିବା ବେଳେ ଏବେ ବ୍ଲାକ୍ ଫଙ୍ଗସ ଚିନ୍ତା ବଢାଇଲାଣି । ତେଣୁ ଉତ୍ତର ପ୍ରଦେଶରେ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି ସରକାର । ଏହାପୂର୍ବରୁ ଗୁଜୁରାଟ, ତେଲେଙ୍ଗାନା, ରାଜସ୍ଥାନ, ଆସାମ, ଓଡିଶା, ପଞ୍ଜାବ ଏବଂ ଚଣ୍ଡିଗଡ଼ ଏହାକୁ…

ଟାୟାର ଓ ପେଟ୍ରୋଲରେ ଶବ ପୋଡିବା ଘଟଣା, ୫ ପୁଲିସ କର୍ମଚାରୀ ନିଲମ୍ବିତ

ଲକ୍ଷ୍ନୌ: ଗଙ୍ଗା ଘାଟରେ ଟାୟାର ଜାଳି ପୋଡିଦେଲେ ମୃତକଙ୍କ ଶବ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି  ଉତ୍ତରପ୍ରଦେଶର ବଲିଆରେ ଗଙ୍ଗାନଦୀ କୂଳରେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ପୁଣିଥରେ ଉତ୍ତରପ୍ରଦେଶ ସରକାରଙ୍କ ଅପାରଗତା ପଦାରେ ପଡ଼ିଛି। ତେବେ ଏଥିରେ ସମ୍ପୃକ୍ତ ୫…

ଉତ୍ତରପ୍ରଦେଶରେ ୧୪୪ ଧାରା

ଉତ୍ତରପ୍ରଦେଶ: କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ତତ୍ପରତା । ରାଜ୍ୟର ସବୁ ଜିଲ୍ଲାରେ ଆଜିଠାରୁ ୧୪୪ ଧାରା ଲାଗୁ କରିଛନ୍ତି । ଏଥିସହ ୫ ରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହେବାକୁ ବାରଣ କରାଯାଇଛି । ତେବେ ଏହି ନିୟମ ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ  …

ଅଯୋଧ୍ୟା ବିମାନବନ୍ଦର ପ୍ରଭୁ ଶ୍ରୀରାମଙ୍କ ନାଁରେ ନାମିତ ହେବ: ୟୁପି ସରକାର

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ନାଁରେ ନାମିତ ହେବ ଅଯୋଧ୍ୟା ବିମାନବନ୍ଦର । ଅଯୋଧ୍ୟାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ପ୍ରଭୁ ଶ୍ରୀରାମଙ୍କ ନାମରେ ନାମିତ କରାଯିବ ନେଇ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ବିମାନବନ୍ଦରର ନାମ 'ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ…
ବ୍ରେକିଂ