Browsing Tag

commissionrate police

କୁଆଖାଇ ନଦୀ ପଠାରୁ ପୁରୁଷଙ୍କ ମୃତଦେହ ଉଦ୍ଧାର: ଶବ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯିବ

ଭୁବନେଶ୍ୱର: କୁଆଖାଇ ନଦୀପଠାରୁ ଉଦ୍ଧାର ହେଲା ପୁରୁଷଙ୍କ ମୃତଦେହ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଏମ୍ସ ପଠାଯିବ ବୋଲି ଡିସିପି କହିଛନ୍ତି । ଚପଲ, ଡ୍ରେସ ଓ ଏଫଏମ୍ଟି ରିପୋର୍ଟକୁ ନେଇ ଆଗେଇବ ତଦନ୍ତ । ଅନ୍ୟ ପକ୍ଷରେ…

ରାଜଧାନୀରେ ୩ ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ଵର : ରାଜଧାନୀରେ ୩ ଜଣ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ ।  ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ବାଇକ୍ ଓ ୧୧ଟି ମୋବାଇଲ୍ ଫୋନ୍ ଜବତ କରିଛି । ଏମାନେ କଟକ, ଭୁବନେଶ୍ଵର ଓ ଗଞ୍ଜାମରେ ଲୁଟ୍‌ପାଟ୍ କରୁଥିଲେ। ତେବେ ଏହି ଗ୍ୟାଙ୍ଗରେ ଆଉ କିଏ…
ବ୍ରେକିଂ